ETV Bharat / city

ଚର୍ଚ୍ଚାରେ ମ୍ୟାଚବକ୍ସ କୁଇନ ‘ସୁପର୍ଣ୍ଣା’ - ଦିଆସିଲି ଖୋଳର ହବି

ପିଲାଟି ଦିନରୁ କିଛି ଭିନ୍ନ କରିବାର ନିଶା ଘାରିଥିଲା ସୁରଭିତାଙ୍କୁ । ଆଉ ସେ ଦିଆସିଲି ଖୋଳ ସଂଗ୍ରହ କରିବା ଆରମ୍ଭ କରିଥିଲେ । ତୃତୀୟ ଶ୍ରେଣୀରୁ ସେ ଦିଆସିଲି ଖୋଳ ରଖିବା ଆରମ୍ଭ କରିଥିଲେ । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ସେ 7ହଜାରରୁ ଊର୍ଦ୍ଧ୍ବ ଖୋଳ ରଖିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର
author img

By

Published : Aug 24, 2019, 1:10 AM IST

ଭୁବନେଶ୍ବର: ରାଜଧାନୀର ସୁପର୍ଣ୍ଣ। ସୁରଭିତା ଦାଶ । ଅନ୍ୟ ଲୋକଙ୍କ ଭଳି ବି ତାଙ୍କର ରହିଛି ହବି । ହେଲେ ତାଙ୍କ ହବି ଅନ୍ୟମାନଙ୍କ ଅପେକ୍ଷା ଟିକିଏ ଭିନ୍ନ। ସେ ନିଜ ପାଖରେ ସାଇତି ରଖିଛନ୍ତି 7ହଜାରରୁ ଉର୍ଦ୍ଧ୍ବ ମ୍ୟାଚବକ୍ସ। ଏତେ ସଂଖ୍ୟକ ମ୍ୟାଚବକ୍ସ ସାଇତି ରଖି ସେ ଏବେ ଚର୍ଚ୍ଚାରେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ସୁପର୍ଣ୍ଣାଙ୍କ କହିବା ଅନୁସାରେ, ତୃତୀୟ ଶ୍ରେଣୀରେ ପାଠ ପଢ଼ିବା ଦିନରୁ ତାଙ୍କୁ ଦିଆସିଲି ଖୋଳ ସଂଗ୍ରହ ନିଶା ଘାରିଥିଲା । ପେଶାରେ ସେ ଜଣେ ସରକାରୀ କର୍ମଚାରୀ । ଭୁବନେଶ୍ବର ବିଡିଏର ସହକାରୀ ଟାଉନ ପ୍ଲାନିଙ୍ଗ୍‌ ଅଫିସର ଭାବରେ କାର୍ଯ୍ୟରତ । ହେଲେ ନିଶା ଦେଶ ବିଦେଶର ନୂଆପୂରଣା ମ୍ୟାଚବକ୍ସ ସଂଗ୍ରହ କରିବା । ସବୁଠାରୁ ବଡ଼ କଥା ହେଲା ତାଙ୍କ ପାଖରେ ରହିଛି ବହୁ ପୁରଣା କାଳର କାଠ ମ୍ୟାଚବକ୍ସ । ବିଦେଶର ଦିଆସିଲ ତିଆରି କାଗଜ । ବଡ଼ ବଡ଼ ଷ୍ଟାର ହୋଟେଲରେ ବ୍ୟବହୃତ ମ୍ୟାଚବକ୍ସ । ତେବେ ତାଙ୍କ ବାପା ମଧ୍ୟ ତାଙ୍କୁ ଏ ସବୁ ଜିନିଷ ବେଶ ଉତ୍ସାହ ଯୋଗାନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ମେଚ ବକ୍ସ କୁଇନ ସୁପର୍ଣ୍ଣ। ସୁରଭିତା ଦାଶ,
ନିଆରା ହବି ପାଖ ରେ ରଖିଛନ୍ତି 7000 ରୁ ଉର୍ଦ୍ଧ୍ବ ମାଚିସ ବାକ୍ସ ଓ ମାଚିସ ଖୋଳ.

ପିଲା ଦିନେ ଆମ ସମସ୍ତଙ୍କ ର କିଛି ନା କିଛି ହବି ଥାଏ ,କିଏ ଗୀତ ଗାଇବା କୁ ଭଲ ପାଏ ତ ଆଉ କିଏ ନାଚ ,ଖେଳ କୂଦ ଆଡ଼କୁ ମନ ବାଲାଇ ଥାଏ ,ହେଲେ ଭୁବନେଶ୍ୱର ର ସୁପର୍ଣ୍ଣ। ସୁରଭିତା ଦାଶ ଙ୍କ ହବି କିଛି ଅଲଗା। ସେ ଯେତେବେଳେ ତୃତୀୟ ଶ୍ରେଣୀ ରେ ପାଠ ପଢ଼ିବା ଦିନ ରୁ ଆଜି ପର୍ଯ୍ୟନ୍ତ ନିଜ ପାଖରେ ରଖିଛନ୍ତି 7000 ରୁ ଉର୍ଦ୍ଧ୍ବ ମାଚିସ ବକ୍ସ।

Body:ଭିଓ 1

ଭିଓ 2
ପେଶା ରେ ଜଣେ ସରକାରୀ କର୍ମଚାରୀ ଭାବରେ ଭୁବନେଶ୍ୱର ବିଡିଏ ର ଆସିଷ୍ଟେଣ୍ତ ଟାଉନ ପ୍ଲାନିଂଗ ଅଫିସର ଭାବରେ କାର୍ଯ୍ୟରତ ।ହେଲେ ନିଶା ହେଲେ ଦେଶ ବିଦେଶ ର ନୂଆ ପୁରଣା ମାଚିସ ବାକ୍ସ ସବୁ ସଂଗ୍ରହ କରିବା। ସବୁଠାରୁ ବଡ଼ କଥା ହେଲା ତାଙ୍କ ପାଖରେ ରହିଛି ପୁରଣା କାଳ ର କାଠ ମାଚିସ ବାକ୍ସ , ବିଦେଶ ର ମାଚିସ ତିଆରି କାଗଜ, ବଡ଼ ବଡ଼ ଷ୍ଟାର ହୋଟେଲ ରେ ବ୍ୟବହାର ମାଚିସ ବାକ୍ସ । ଆମ ଦେଶ ରେ ତିଆରି ହୋଇଥିବା ରାମ ଲକ୍ଷ୍ମୀଣ ଖେଳ ର ମାଚିସ ଖେଳ ଠାରୁ ଶ୍ରୀ ଲଙ୍କା, ପେଲାଣ୍ଡ,ପର୍ତ୍ତୃଗାଲ, ଫିଲିପାଇନ୍ସ, କେରିଆ ଆଦି ଅନେକ ଦେଶ ର ମାଚିସ ଖେଳ । ଆଗରୁ କିଭଳି ମାଚିସ କୁ ବଡ଼ ବଡ଼ିଆ ମାନେ ସୁରକ୍ଷାତ ଲୁହା ଖେଳ ରେ ରଖୁଥିଲେ ତାହା ବି ରଖିଛନ୍ତି ସେ।
ଅନ୍ୟ ପଟେ ନିଜର ବାପା ଏ ସବୁ ଜିନିଷ ରେ ତାକୁ ଆଗରୁ ବେଶ ଉତ୍ସାହ ଦେଉଥିଲେ ବୋଲି ସୁପର୍ଣ୍ଣ। ସୁରଭିତା କହିଛନ୍ତି।

ବାଇଟ ସୁପର୍ଣ୍ଣ। ସୁରଭିତା ଦାଶ
ବାଇଟ ସୁପର୍ଣ୍ଣ। ସୁରଭିତା ଙ୍କ ସ୍ୱାମୀ
ବାଇଟ ସୁପର୍ଣ୍ଣ। ସୁରଭିତା ଙ୍କ ଶଶୁର ଉତ୍ତମ ଚନ୍ଦ୍ର ସାହୁ

ଫାଇନାଲ ଭିଓ
ଏହା ଛଡା ବିଭିନ୍ନ ପୁରଣା ଜିନିଷ ଯଥା ପୁରଣା କଏନ , ଦେଶ ବିଦେଶ ର ନେଟ ଆଦି ମଧ୍ୟ ସଂଗ୍ରହ କରିବାର ସଉକ ରହିଛି ତାଙ୍କ ପଖାରେ। ଆଗକୁ ଏକ ମିନି ମିୟୁଜିୟମ ସହ ଲୋକ ମାନଙ୍କୁ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି ସୁପର୍ଣ୍ଣ। ସୁରଭିତା ଦାଶ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.