ETV Bharat / city

ଶଗଡ ଗାଡିରେ ଚାରା ବାଣ୍ଟିଲେ ସାନ୍ତାକ୍ଲଜ୍ - ବକୁଳ ଫାଉଣ୍ଡେସନ

କୋରୋନା କଟକଣା ପାଇଁ ଚଳିତ ବର୍ଷ ଫିକା ପଡିଛି ବଡ଼ଦିନ । ତେବେ ଏହି ବିଶେଷ ଦିନକୁ ଭୁବନେଶ୍ବରର ବକୁଳ ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ କରାଯାଇ ଏକ ଭିନ୍ନ ଢଙ୍ଗରେ ପାଳୁଛନ୍ତି ବଡ଼ଦିନ । ଅଧିକ ପଢନ୍ତୁ...

ବଡ଼ଦିନ ଅବସରରେ ବକୁଳ ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ

author img

By

Published : Dec 25, 2020, 4:40 PM IST

ଭୁବନେଶ୍ବର: ଆଜି ବଡ଼ଦିନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । କୋରୋନା କଟକଣା ପାଇଁ ଚଳିତ ବର୍ଷ ଫିକା ପଡିଛି ବଡ଼ଦିନ । ହେଲେ ଫିକା ପଡିନାହିଁ ଶ୍ରଦ୍ଧାଳୁଙ୍କ ମନ । ଶ୍ରଦ୍ଧାଳୁମାନେ ଯୀଶୁଙ୍କୁ ପ୍ରାର୍ଥନା କରି ଏହି ଦିନକୁ ବେଶ ଜାକଜମକରେ ପାଳନ କରିଥାନ୍ତି । ଖ୍ରୀଷ୍ଟମାସ ଟ୍ରି ବା ବଡ଼ଦିନ ଗଛ ହେଉଛି ଏହି ପର୍ବର ଏକ ଅଂଶ । ଏହି ବିଶେଷ ଦିନକୁ ଭୁବନେଶ୍ବରର ବକୁଳ ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ କରାଯାଇ ଏକ ଭିନ୍ନ ଢଙ୍ଗରେ ପାଳୁଛନ୍ତି ବଡ଼ଦିନ ।

ବଡ଼ଦିନ ଅବସରରେ ବକୁଳ ଫାଉଣ୍ଡେସନ ପକ୍ଷରୁ ଚାରା ବଣ୍ଟନ

ବକୁଳ ଫାଉଣ୍ଡେସନ ପକ୍ଷରୁ ଶଗଡ଼ରେ ବିଭିନ୍ନ ପ୍ରକାର ଗଛ ଚାରା ରଖି ସ୍ବେଚ୍ଛାସେବୀମାନେ ସାନ୍ତାକ୍ଳଜ ସାଜି ଲୋକଙ୍କୁ ଚାରା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ଏହି ପବିତ୍ର ଦିନରେ ଲୋକେ ଗୋଟେ ଗଛ ଲଗାଇ ପୃଥିବୀର ମଙ୍ଗଳ କରିବା ଆବଶ୍ୟକ ବୋଲି ସେମାନେ ସୁନ୍ଦର ବାର୍ତ୍ତା ଦେଇଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.