ETV Bharat / city

ଘରକୁ ଫେରିଲେ ଅଭିନେତା ବାବୁସାନ

author img

By

Published : Jul 27, 2022, 9:40 AM IST

Updated : Jul 27, 2022, 10:11 AM IST

ଚେନ୍ନାଇରୁ ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି । ଅଧିକ ପଢନ୍ତୁ

ଘରକୁ ଫେରିଲେ ଅଭିନେତା ବାବୁସାନ
ଓଡିଶା ଫେରିଲେ ଅଭିନେତା ବାବୁସାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଲେ ଅଭିନେତା ବାବୁସାନ ମହାନ୍ତି । ଆଜି ବାବୁସାନ ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ବର ଫେରିଛନ୍ତି । ସେ, ତାଙ୍କ ପତ୍ନୀ ଓ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କଣ କହିବେ ସେନେଇ ସମସ୍ତେ ଅପେକ୍ଷା କରିଥିବା ବେଳେ ଏ ବାବଦରେ ଗଣମାଧ୍ୟମ ଆଗରେ ବାବୁସାନ କିଛି କହିନାହାନ୍ତି । ପ୍ରଥମେ ମୋ ବାପାମାଆ ପାଖକୁ ଯିବାକୁ ଦିଅନ୍ତୁ ବୋଲି କହି ଭୁବନେଶ୍ବର ବିମାନ ବନ୍ଦରରୁ ନିଜ ଘର ଅଭିମୁଖେ ବାହାରି ଯାଇଛନ୍ତି । ଆଜି ବାବୁସାନଙ୍କୁ ପଚରାଉଚରା କରିପାରେ ପୋଲିସ ।

ଘରକୁ ଫେରିଲେ ଅଭିନେତା ବାବୁସାନ

ଏହାମଧ୍ୟ ପଢନ୍ତୁ: Babushan Marital Discord: ବାବୁସାନ୍‌ଙ୍କୁ ନେଇ ଏମିତି କହିଲେ ଦମନ୍‌ ଫିଲ୍ମ ପ୍ରଯୋଜକ

ପ୍ରକାଶ ଥାଉକି, ସୋମବାର ବିଳମ୍ବିର ରାତିରେ ଦମନ ଟିମ୍ ଭୁବନେଶ୍ବରରେ ପହଞ୍ଚିଥିଲେ । ଏହାପରେ ମଙ୍ଗଳବାର ପ୍ରକୃତି ମିଶ୍ର ଓଡିଶା ଆସିଥିବା ବେଳେ ବାବୁସାନ କିନ୍ତୁ ଫେରିନଥିଲେ । ତେବେ ସେ କେବେ ଫେରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା । ଏହାରି ଭିତରେ ଆଜି ସକାଳୁ ବାବୁସାନ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 27, 2022, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.