ETV Bharat / city

ଲାଗୁ ହେଲା 'ଅଟୋ ବେ', ମାର୍କିଂରେ ନରହିଲେ ହଜାରେ ଫାଇନ

ଭୁବନେଶ୍ବରରେ ଲାଗୁ ହେଲା ଅଟୋ ବେ । ଏଣିକି ରାସ୍ତା ଉପରେ ମନ ଇଛା ଅଟୋ ରହିବ ନାହିଁ । ନିୟମ ନମାନିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଲାଗୁହେବ । ଅଧିକ ଖବର ପଢନ୍ତୁ...

author img

By

Published : Oct 21, 2019, 10:32 PM IST

ଲାଗୁ ହେଲା 'ଅଟୋ ବେ', ଚିହ୍ନରେ ନରହିଲେ ହଜାରେ ଫାଇନ

ଭୁବନେଶ୍ବର: ଏଣିକି ରାସ୍ତା ଉପରେ ମନ ଇଛା ଅଟୋ ରହିବ ନାହିଁ । ମନ ଇଛା ସ୍ଥାନରେ ଯାତ୍ରୀଙ୍କୁ ଉଠାଇ କି ବସାଇପାରିବେ ନାହିଁ ଅଟୋ ଚାଳକ । କାରଣ ରାଜଧାନୀରେ ଲାଗୁ ହୋଇଛି 'ଅଟୋ ବେ ସିଷ୍ଟମ' । ଅର୍ଥାତ ନିର୍ଦ୍ଧିଷ୍ଟ ସ୍ଥାନରେ ରହିବ ଅଟୋ ।

ଲାଗୁ ହେଲା 'ଅଟୋ ବେ', ଚିହ୍ନରେ ନରହିଲେ ହଜାରେ ଫାଇନ

ଯେଉଁଠି ଯାତ୍ରୀ ଅଟୋରେ ବସିବେ ସେହି ସିଟରୁ ଅନ୍ୟ ଏକ ସ୍ଥାନରେ ଓହ୍ଲାଇବେ । ରାଜଧାନୀର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ୩ଟି ସ୍ଥାନରେ ଲାଗୁ ହୋଇଛି ଏହି ନୂଆ ନିୟମ । ରାଜମହଲ,କଳ୍ପନା ଓ ବାଣି ବିହାରରେ ପ୍ରଥମ ପର୍ଯ୍ୟାୟରେ ଲାଗୁ ହୋଇଥିବା ବେଳେ ଖୁବଶୀଘ୍ର ସହରର ଅନ୍ୟ ସ୍ଥାନରେ ଲାଗୁହେବ ।

ତେବେ ଏଥିପାଇଁ ସେହି ସ୍ଥାନଟି ଚିହ୍ନଟ ହେବ, ଯେଉଁଠାରେ ଅଟୋ ଷ୍ଟାଣ୍ଡ ବା ଅଟୋ ବେ ମାର୍କିଂ ହୋଇଥିବ । ଅଟୋ ବେ ରେ ୫ଟି ଅଟୋ ରହିପାରିବ । ଷ୍ଟାଣ୍ଡରେ ଅଧିକ କ୍ଷମତା ରହିବ । ହେଲେ କେବଳ ମାର୍କିଂ ସ୍ଥାନରେ ହିଁ ଅଟୋଟି ରହିଲା ପରେ ଯାତ୍ରୀ ଓହ୍ଲାଇବେ ଓ ବସିପାରିବେ । ତେବେ ନିୟମ ନମାନିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଲାଗୁହେବ । ଖୁବଶିଘ୍ର ସହର ସାରା ଏହି ନିୟମ ଲାଗୁ ପାଇଁ ବ୍ୟବସ୍ଥା କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଲାଗୁ ହେଲା ଅଟୋ ବେ,
ଚିହ୍ନରେ ନ ରହିଲେ ଫାଇନBody:

ଏଣିକି ରାସ୍ତା ଉପରେ ମନ ଇଛା ଅଟୋ ରହିବ ନାହିଁ।ମନ ଇଛା ସ୍ଥାନରେ ଯାତ୍ରୀଙ୍କୁ ଉଠାଇ କି ବସାଇପାରିବେ ନାହିଁ ଅଟୋ ଚାଳକ । କାରଣ ରାଜଧାନୀରେ ଲାଗୁ ହୋଇଛି ଅଟୋ ବେ ସିଷ୍ଟମ।ଅର୍ଥାତ ନିର୍ଧିଷ୍ଟ ସ୍ଥାନରେ ରହିବ ଅଟୋ।ଯେଉଁଠି ଯାତ୍ରୀ ଅଟୋରେ ବସିବେ ଆଉ ଓହ୍ଲାଇବେ।ରାଜଧାନୀର ଟ୍ରାଫିକ ସମସ୍ଯାକୁ ଦୃଷ୍ଟିରେ ୩ଟି ସ୍ଥାନରେ ଲାଗୁ ହୋଇଛି ନୁଆ ନିୟମ। ରାଜମହଲ,କଳ୍ପନା ଓ ବାଣି ବିହାରରେ ପ୍ରମମ ପର୍ଯାୟରେ ଲାଗୁ ହୋଇଥିବା ଖୁବ ଶିଘ୍ର ସହରର ଅନ୍ଯତ୍ର ସ୍ଥାନରେ ଲାଗୁହେବ।

ବାଇଟ-ସାଗରିକା ନାଥ,ଟ୍ରାଫିକ ଡିସିପି

ତେବେ ଏଥିପାଇଁ ସେହି ସ୍ଥାନଟି ଚିହ୍ନଟ ହେବ।ଯେଉଁଠାରେ ଅଟୋ ଷ୍ଟାଣ୍ଡ ବା ଅଟୋ ବେ ମାର୍କିଂ ହୋଇଥିବ। ଅଟୋ ବେ ରେ ୫ଟି ଅଟୋ ରହିପାରିବ।ଷ୍ଟାଣ୍ଡରେ ଅଧିକ କ୍ଷମତା ରହିବ।ତେବେ କେବଳ ମାର୍କିଂ ସ୍ଥାନରେ ହିଁ ଅଟୋ ଟି ରହିଲା ପରେ ଯାତ୍ରୀ ଓ ହ୍ଲାଇବେ ଓ ବସିପାରିବେ।
ବାଇଟ-ପଦ୍ମନ କୁମାର ସାମଲ,ସାଧାରଣ ସମ୍ପପାଦକ,ନିଖିଳ ଓଡିଶା ଅଟୋ ମହାସଙ୍ଘ
ବାଇଟ-ପ୍ରଶାନ୍ତ ରାଉତ,ସଭାପତି,ଜନପଥ ଅଟୋ ସଂଙ୍ଘ
ତେବେ ନିୟମ ନ ମାନିଲେ ୧୦୦୦ ଟଙ୍କା ପର୍ଯନ୍ତ ଫାଇନ ଲାଗୁହେବ।ଖୁବଶିଘ୍ର ସହରର ସାରା ଏହି ନିୟମ ଲାଗୁ ପାଇଁ ବ୍ଯବସ୍ଥା କରାଯିବ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.