ଭୁବନେଶ୍ବର : ଡିସେମ୍ବର ୧ରୁ ବିଧାନସଭା ସାମ୍ନାରେ ସର୍ବସାଧାରଣ ଯିବା ଆସିବା ମନା । ସହରାଞ୍ଚଳ ଆଇନ ୨୦୦୩ ଧାରା ୧୮ ଅନୁସାରେ ବିଧାନସଭା ସମୟରେ ସର୍ବସାଧାରଣ ଯାତାୟତ ମନା ।

ଏନେଇ ଚଳିତ ବିଧାନସଭା ଅଧିବେସନ ଡିସେମ୍ବର ୧ରୁ ଆରମ୍ଭ ହେବ । ଏନେଇ ଜନସାଧାରଣଙ୍କ ଗମନାଗମନ ଉପରେ କଟକଣା ଲଗାଇଛି କମିସନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ