ETV Bharat / city

ଦିନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

author img

By

Published : Nov 21, 2019, 10:56 AM IST

Updated : Nov 21, 2019, 1:31 PM IST

ଦିନ ସାଢେ 11ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଗୃହରେ ବିରୋଧିଙ୍କ ହୋହୋଲ୍ଲା।

10:45 November 21

ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ଦିନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଚାଷୀ ସମସ୍ୟା ଓ ଧାନର ଅଭାବୀ ବିକ୍ରିକୁ ନେଇ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖକୁ ଆସି ଉଭୟ ବିରୋଧୀ ନାରାବାଜି କରିବା ସହ ହୋହଲ୍ଲା କରିଥିଲେ । ଏଥି ସହିତ ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢୁଥିବା ପ୍ରସଙ୍ଗକୁ ମଧ୍ୟ ଉଠାଇଥିଲେ କଂଗ୍ରେସ ବିଧାୟକ । ଫଳରେ ଗୃହ ଚାଲିପାରି ନଥିଲା । ପ୍ରଥମେ ଗୃହକୁ ଦିନ 11ଟା 30 ପର୍ଯ୍ୟନ୍ତ, ପରେ ସାଢେ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକରେ କୌଣସି ନିର୍ଯ୍ୟାସ ନବାହାରିବାରୁ ଶେଷରେ ଦିନ 3ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି ।

ଭୁବନେଶ୍ବରରୁ  ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଧାନର ଅଭାବୀ ବିକ୍ରିକୁ ନେଇ ଗୃହରେ ହଟ୍ଟଗୋଳ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ। ହୋହଲ୍ଲା କରିଥିଲେ। ଏଥିସହିତ ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢୁଥିବା ପ୍ରସଙ୍ଗ ବି ଉଠାଇଥିଲେ କଂଗ୍ରେସ ବିଧାୟକ। ଫଳରେ ଗୃହ ଚାଲିପରିନଥିଲା। ଶେଷରେ ଗୃହକୁ 11ଟା 30 ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି।Body:KConclusion:
Last Updated : Nov 21, 2019, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.