ETV Bharat / city

ବନ୍ୟା ପାଇଁ ଘୁଞ୍ଚିଲା ASO ଲିଖିତ ପରୀକ୍ଷା

author img

By

Published : Aug 18, 2022, 1:11 PM IST

Updated : Aug 18, 2022, 1:29 PM IST

ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ସ୍ଥଗିତ ରହିବ ASO ଲିଖିତ ପରୀକ୍ଷା । ପରବର୍ତ୍ତୀ ତାରିଖ ଘୋଷଣାକୁ ଅପେକ୍ଷା । ଅଧିକ ପଢନ୍ତୁ

ବନ୍ୟା ପାଇଁ ଘୁଞ୍ଚିଲା ASO ଲିଖିତ ପରୀକ୍ଷା
ବନ୍ୟା ପାଇଁ ଘୁଞ୍ଚିଲା ASO ଲିଖିତ ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଘୁଞ୍ଚିଲା ଏଏସଓ(ASO) ଲିଖିତ ପରୀକ୍ଷା । ଆସନ୍ତା ରବିବାର ଦିନ ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ(OPSC) ସୂତ୍ରରୁ ଆଜି ସୂଚନା ମିଳିଛି । ଏଏସଓ ପରୀକ୍ଷାକୁ ଅନ୍ୟାଦେଶ ଯାଏଁ ଘୁଞ୍ଚାଇ ଦିଆଯାଇଛି । ତେବେ ଖୁବଶୀଘ୍ର ପରୀକ୍ଷା ଲାଗି ନୂଆ ତାରିଖ ଘୋଷଣା ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 18, 2022, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.