ETV Bharat / city

ଦାୟିତ୍ବ ନେଲେ ଅସିତ ତ୍ରିପାଠୀ, କହିଲେ ରକେଟ ବେଗରେ ଯିବ ଫାଇଲ - ଅସିତ୍ ତ୍ରିପାଠୀ

ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ ଅସିତ ତ୍ରିପାଠୀ । ରାଜ୍ୟ ସଚିବାଳୟରେ ଦାୟିତ୍ଵ ଗ୍ରହଣ ପରେ କଣ ରହିବ ତାଙ୍କର ପ୍ରାଥମିକତା ସେନେଇ ବ୍ୟାପକ ଭାବେ ବର୍ଣ୍ଣନା କରିଛନ୍ତି ଅସିତ

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 19, 2019, 11:40 AM IST

Updated : Aug 19, 2019, 12:25 PM IST

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ଗ୍ରହଣ କଲେ ଅସିତ ତ୍ରିପାଠୀ । ରାଜ୍ୟ ସଚିବାଳୟରେ ଦାୟିତ୍ଵ ଗ୍ରହଣ ପରେ କଣ ରହିବ ତାଙ୍କର ପ୍ରାଥମିକତା ସେନେଇ ବ୍ୟାପକ ଭାବେ ବର୍ଣ୍ଣନା କରିଛନ୍ତି ଅସିତ ।

ସେ କହିଛନ୍ତି ଯେ, "ମୁଖ୍ୟତଃ ୪ଟି ଜିନିଷ ଉପରେ ପ୍ରାଥମିକତା ଦିଆଯାଇ ୫T ଲାଗୁ ହେବ ସେନେଇ କାର୍ଯ୍ୟ କରିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ସମସ୍ତ ବିଭାଗରେ ଏକ ଚାର୍ଟର ପ୍ରସ୍ତୁତ ହୋଇଛି । ଏହି ଚାର୍ଟରକୁ ଅନୁସରଣ କରି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସମସ୍ତ ବିଭାଗ କିଭଳି କାର୍ଯ୍ୟ କରିବେ ସେନେଇ ଗୁରୁତ୍ଵ ଦିଆଯିବ ବୋଲି ସେ କହିଛନ୍ତି । ସମୟକୁ ପ୍ରାଥମିକତା ଦିଆଯିବ । କୌଣସି ଫାଇଲ ସରକାର ଦପ୍ତରରେ ପଡିବ ନାହିଁ । ରକେଟ୍ ଗତିରେ ଫାଇଲ ମୁଭମେଣ୍ଟ କରିବ । ଯାହାଫଳରେ କାର୍ଯ୍ୟ ଗତିଶୀଳ ହୋଇପାରିବ । ଗମନାଗମନ ,ରାସ୍ତା ଓ ଶିଳ୍ପରେ ଥିବା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ଵିତ କରାଯିବ ତାହା ଉପରେ ଫୋକସ ରହିବ ।

କିଭଳି ଭାବେ ସାଧାରଣ ଲୋକଙ୍କ ପାଖେ ସମସ୍ତ ସରକାରୀ ଯୋଜନା ପହଞ୍ଚିବ ସେନେଇ କାର୍ଯ୍ୟ କରିବି । ଟିମକୁ ନେଇ କାମ କରିବି।

ଓଡିଶା ସରକାର ଗଭର୍ଣ୍ଣାନ୍ସ ନୂଆ ଠିକ୍ ସମୟରେ ଫାଇଲ ମୁଭମେଣ୍ଟ ମୋର ପ୍ରାଥମିକତା । ଏହାସହ ଭିତ୍ତିଭୂମି ଉପରେ ଗୁରୁତ୍ବ ଦେବି ବୋଲି କହିଛନ୍ତି ଅସିତ ତ୍ରିପାଠୀ । ତେବେ ଭଲ ଟିମ୍ ପ୍ଲେୟାର ହିସାବରେ ୧୯ରେ କଣ କଣ କରିବେ ସେସବୁ ବିସ୍ତୃତ ଭାବେ ପ୍ରସ୍ତୁତ ହୋଇ ରହିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି"।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro: ଆଜି ଦାଇତ୍ଵ ଗ୍ରହଣ କଲେ ମୁଖ୍ୟ ୱଶାଶାନ ସଚିବ
ଅଶିତ ତ୍ରିପାଠୀ ଙ୍କ ପ୍ରତିକ୍ରିୟା ।ରାଜ୍ୟ ସଚିବାଳୟରେ ଦାଇତ୍ଵ ଗ୍ରହଣ ପରେ କଣ ରହିବ ତାଙ୍କର ପ୍ରଥମିକତା ସେନେଇ ବ୍ୟପକ ଭେବେ ବର୍ଣ୍ଣନା କରିଛନ୍ତି ଅସିତ କହିଛନ୍ତି ଯେ,୪Body:ମୁଖ୍ୟତଃ ୪ଟି ଜିନିଷ ଉପରେ ପ୍ରଥମିକତା
୫ଟି କୁ ଲାଗୁ ହେବ ସେନେଇ କାର୍ଯ୍ୟ କରିବି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଘୋଷଣା ପରେ ସମସ୍ତ ବିଭାଗରେ ଏକ ଚାର୍ଟର ପ୍ରସ୍ତୁତ ହୋଇଛି ।ଏହି ଚାର୍ଟର କୁ ଅନୁସରଣ କରି କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।
ସମସ୍ତ ବିଭାଗ କିଭଳି କାର୍ଯ୍ୟ କରିବେ ସେନେଇ ଗୁରୁତ୍ଵ ଦେବି ।ସମୟ କୁ ପ୍ରାଥମିକତା ଦିଆଯିବ । Conclusion:କୈଣସି ଫାଇଲ ସରକାର ଦପ୍ତରରେ ପଡିବ ନାହିଁ ,ରକେଟ୍ ଗତିରେ ଫାଇଲ ମୁଭମେଣ୍ଟ କରିବ ।ଯାହାଫଳରେ କାର୍ଯ୍ୟ ଗତିଶୀଳ ହୋଇପାରିବ ।ଗମନାଗମନ ,ରାସ୍ତା ,ଶିଳ୍ପ ରେ ଥିବା ପ୍ରକଳ୍ପ କାର୍ଯ୍ୟ ତ୍ବାରାନ୍ଵିତ କରାଯିବ ତାହା ଉପରେ ଫୋକସ ରହିବ ।କିଭଳି ଭାବେ ସରକାର ସାଧାରଣ ଲୋକଙ୍କ ପାଖେ ସମସ୍ତ ଜୋଜନା ପହଞ୍ଚିବ ସେନେଇ କାର୍ଯ୍ୟ କରିବି ।ଟିମ କୁ ନେଇ କାମ କରିବି ,ଟିମ୍ ସ୍ପିରିଟ୍ କରିବ ।

ଓଡିଶା ସରକାର ଗଭର୍ଣ୍ଣାର୍ସ ନୂଆ ଠିକ୍ ସମୟରେ ଫାଇଲ ମୋମେଣ୍ଟ ମୋର ପ୍ରଥମିକତା ,ଭିତ୍ତିଭୂମି ଉପରେ ଗୁରୁତ୍ୱ ,ମୁଁ ଜଣେ ଭଲ ଟିମ୍ ପ୍ଲେୟାର

୧୯ରେ କଣ କଣ କରିବେ ସେସବୁ ବିସ୍ତୃତ ଭେବେ ଲେଖାଯାଇଛି ।
ଗାନ୍ଧୀଙ୍କ ଟଲିଲ୍ ମ୍ଯାନ ହେଉଛି ଆମ ପାଇଁ ରିମାଇଣ୍ଡର
ଭଳି କାର୍ଯ୍ୟ କରିବ ।
Last Updated : Aug 19, 2019, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.