ETV Bharat / city

+3 ପାଇଁ ଆଜିଠୁ ନାମଲେଖା ଆବେଦନ

ଯୁକ୍ତ ତିନି ନାମ ଲେଖାପାଇଁ ଆବେଦନ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 24, 2019, 10:43 AM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ କଲେଜ ଗୁଡିକରେ ଯୁକ୍ତ ତିନି ନାମ ଲେଖାପାଇଁ ଆବେଦନ ଆରମ୍ଭ ହୋଇଛି । ଏହି ଆବେଦନ ଆଜିଠାରୁ ଆରମ୍ଭ ହୋଇ ଜୁଲାଇ 8 ତାରିଖ ପର୍ଯ୍ଯନ୍ତ ଚାଲିବ । ଛାତ୍ରଛାତ୍ରୀ www.samsodisha.gov.in ୱେବସାଇଟ୍‌ରେ ଆବେଦନ କରିପାରିବେ ।

ପ୍ରତିଦିନ ଆବେଦନ ଦିନ 11ଟାରୁ ଆରମ୍ଭ ହୋଇ ରାତି 11ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ପ୍ରଥମ କଟ୍‌ଅଫ ଜୁଲାଇ 18ରେ ପ୍ରକାଶ ପାଇବ । ପ୍ରଥମ କଟ୍‌ଅଫରେ ସ୍ଥାନୀତ ଛାତ୍ରଛାତ୍ରୀ ଜୁଲାଇ 19ରୁ 23 ତାରିଖ ମଧ୍ୟରେ ନାମ ଲେଖାଇବେ । ଦ୍ବିତୀୟ କଟ୍‌ଅଫ ଅଗଷ୍ଟ 5 ତାରିଖରେ ପ୍ରକାଶ କରାଯିବ । ଏହାର ପରେ ସିଟ୍‌ ଫାଙ୍କା ପଡିଲେ ସିଧାସଳଖ ନାମ ଲେଖାଯାଇପାରିବ । ଏହା ପରେ ଅଗଷ୍ଟ 24 ତାରିଖରୁ ପାଠପଢା ଆରମ୍ଭ କରାଯିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.