ETV Bharat / city

ରାଜ୍ୟ ମିଶନ ଶକ୍ତି ବିଭାଗ ନେଇ ପ୍ରତିକ୍ରିୟା ରଖିଲେ ଅପରାଜିତା

author img

By

Published : Mar 7, 2021, 4:01 PM IST

ମିଶନ ଶକ୍ତି ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ହେବା ଉପରେ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା। 2022ରେ ପଞ୍ଚାୟତ ନିର୍ବାଚନକୁ ଦେଖି ରାଜ୍ୟ ସରକାର ଏଭଳି ଘୋଷଣା କରିଥିବା କହିଛନ୍ତି ପରାଜିତା ଷଡଙ୍ଗୀ ।

ରାଜ୍ୟର ମିଶନ ଶକ୍ତି ବିଭାଗ ନେଇ ଅପରାଜିତାଙ୍କ ଟିପ୍ପଣୀ

ଭୁବନେଶ୍ବର: ରାଜ୍ୟରେ ମିଶନ ଶକ୍ତି ବିଭାଗ ଗଠନ ହେବା ପରେ, ସରକାରଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତେରଛା ବାଣ। ମିଶନ ଶକ୍ତି ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ହେବା ଉପରେ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା। 2022ରେ ପଞ୍ଚାୟତ ନିର୍ବାଚନକୁ ଦେଖି ରାଜ୍ୟ ସରକାର ଏଭଳି ଘୋଷଣା କରିଥିବା କହିଛନ୍ତି ଅପରାଜିତା ଷଡଙ୍ଗୀ ।

ଯଦି ରାଜ୍ୟ ସରକାରଙ୍କ ମହିଳାଙ୍କ ପ୍ରତି ଏତେ ଗୁରୁତ୍ବ ଥିଲା ତେବେ, ପୂର୍ବରୁ ଏଥିପାଇଁ ନିର୍ଦ୍ଦେଶାଳୟ ଗଠନ କଲେନାହିଁ କାହିଁକି ? ଏହି ମନ୍ତ୍ରାଳୟ ଗଠନ ପାଇଁ କାହିଁକି ସରକାରଙ୍କୁ ୨୦ ବର୍ଷ ଲାଗିଗଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ଜାଣତରେ ରାଜ୍ୟରେ ମହିଳାମାନେ ଅଧିକ ଉପେକ୍ଷିତ। ଏନସିଆରବି ରିପୋର୍ଟ, ରାଜ୍ୟର ମହିଳା ଓ ଶିଶୁ ଅଧିକ ମାତ୍ରାରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ମହିଳାଙ୍କ ପାଖରେ ଅର୍ଥର ଅଭାବ ରହିଛି। ସେସବୁର ସମାଧାନ ଦିଗରେ ରାଜ୍ୟ ସରକାର ତତ୍ପର ହେବାର ଆବଶ୍ୟକତା ଅଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.