ETV Bharat / city

ରାଜଧାନୀ ଡ୍ରେନେଜ ସମସ୍ଯା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

author img

By

Published : Feb 12, 2020, 8:29 PM IST

ଭୁବନେଶ୍ବରର ବିପର୍ଯ୍ୟସ୍ତ ଡ୍ରେନେଜ ସମସ୍ୟା ଏବଂ ସ୍ଥାନୀୟ ଜଳବନ୍ଦୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଠି । ଅଧିକ ଖବର ପଢନ୍ତୁ...

_aparajita letter to cm
ରାଜଧାନୀର ଡ୍ରେନେଜ ସମସ୍ଯା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତଙ୍କ ଚିଠି

ଭୁବନେଶ୍ବର: ରାଜଧାନୀର ବିପର୍ଯ୍ୟସ୍ତ ଡ୍ରେନେଜ ସମସ୍ୟା ଏବଂ ସ୍ଥାନୀୟ ଜଳବନ୍ଦୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସେ ।

drainage problem

ଏପରିକି ନିକଟରେ ଭୁବନେଶ୍ବର ଆସିଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟି କିପରି ଅସନ୍ତୋଷ ପ୍ରକାଶ କରିଥିଲା ଆଉ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିଥିଲା ସେନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ଅବସରରେ ଡ୍ରେନେଜ ସମସ୍ୟା ସମାଧାନ ପାଇଁ କୌଣସି ଦୁରଦୃଷ୍ଟି ସମ୍ପନ୍ନ ଯୋଜନା ନଥାଇ କିପରି କରଦାତା ମାନଙ୍କ ଅର୍ଥରାଶି ଦୁରୁପଯୋଗ ହେଉଛି ତାହା ମଧ୍ୟ୍ୟ ଉପସ୍ଥାପନା କରିଛନ୍ତି ସାଂସଦ ଷଡଙ୍ଗୀ l

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.