ETV Bharat / city

ଖରାଛୁଟିରେ ବାତିଲ ହେବନି ଶିକ୍ଷକଙ୍କ ଛୁଟି

ରାଜ୍ୟର ସରକାରୀ ବିଦ୍ୟାଳୟରେ ପ୍ରତିବର୍ଷ ପରୀକ୍ଷା ଫଳ ନୈରାଶ ଜନକ ହେବାପରେ ମୁକାବିଲା ପାଇଁ ଗଣଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଛି । ପଢନ୍ତୁ ଅଧିକ...

Sammer das
Sammer das
author img

By

Published : Jan 13, 2020, 8:04 PM IST

ଭୁବନେଶ୍ବର: ପାଠପଢାରେ ଦୁର୍ବଳ ଥିବା ପିଲାଙ୍କ ପାଇଁ ସ୍କୁଲରେ ଖରାଛୁଟି ସମୟରେ ଏକଷ୍ଟ୍ରା କ୍ଲାସ ନିଆଯିବ । କିନ୍ତୁ ଏଥିପାଇଁ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମନ୍ତ୍ରୀଙ୍କ ସ୍ପୋଷ୍ଟକ୍ତି ପରେ ଏକଷ୍ଟ୍ର। କ୍ଲାସ ହେଲେ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା ଦୂର ହୋଇଛି ।

ଖରାଛୁଟିରେ ଶିକ୍ଷକଙ୍କ ଛୁଟି ବାତିଲ ହେବ ନାହିଁ

ମନ୍ତ୍ରୀ କହିଛନ୍ତି ଖରାଛୁଟି ସମୟରେ ସ୍କୁଲରେ ପାଳି ଭିତ୍ତିରେ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢାଇବେ । କୌଣସି ଶିକ୍ଷକଙ୍କ ଛୁଟି ବାତିଲ ହେବ ନାହିଁ । ଯଦି ଗ୍ରୀଷ୍ମ ପ୍ରବାହ ଅଧିକ ହୁଏ ଛାତ୍ରଛାତ୍ରୀ ସ୍କୁଲ ନଆସନ୍ତି ତେବେ ପରିସ୍ଥିତି ଦେଖି ନିଷ୍ପତି ନିଆଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ ପାଇଁ ସ୍କୁଲ୍‌ରେ ଖରାଛୁଟି ସମୟରେ ଏକ୍‌ଷ୍ଟ୍ରା କ୍ଲାସ୍‌ ନିଆଯିବ । ତେବେ ଏଥିଲାଗି ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।ଏହା ସହ ଏକ୍‌ଷ୍ଟ୍ର। କ୍ଲାସ୍‌ ହେଲେ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଛି, Body:ତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଖଣ୍ଡନ କରିଛନ୍ତି । କହିଛନ୍ତି, ଖରାଛୁଟି ସମୟରେ ସ୍କୁଲରେ ରୋଟେସନ ଡ୍ୟୁଟିରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବେ । ଯଦି ଟାଣଖରା ଯୋଗୁ ପିଲା ସ୍କୁଲ୍‌ ଆସିବାରେ ସମସ୍ୟା ହୁଏ, Conclusion:ତେବେ ସେତେବେଳେ ସେନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଏକ୍‌ଷ୍ଟ୍ର। କ୍ଲାସ୍‌ ପାଇଁ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.