ETV Bharat / city

ଅନୁ ଚୌଧୁରୀ ହେଲେ ବିଜେପି ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ

author img

By

Published : Feb 19, 2021, 10:59 PM IST

ଅନୁ ଚୌଧୁରୀ ବିଜେପି ମହିଳା ମୋର୍ଚ୍ଚାର ହେଲେ ଉପ ସଭାନେତ୍ରୀ । ଅନୁଙ୍କ ସମେତ ୬ ଜଣଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଦାୟିତ୍ଵ ଦିଆଯାଇଛି । ଅଧିକ ପଢ଼ନ୍ତୁ...

anu choudhury became BJP women deputy leader
ଅନୁ ଚୌଧୁରୀ ହେଲେ ବିଜେପି ଉପସଭାନେତ୍ରୀ

ଭୁବନେଶ୍ବର: ଅଭିନେତ୍ରୀ ଅନୁ ଚୌଧୁରୀ ହେଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ । ଅନୁଙ୍କ ସମେତ 6 ଜଣଙ୍କୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ନିଯୁକ୍ତି ମିଳିଛି । ସେମାନେ ହେଲେ କାନନବାଳା ପଟ୍ଟନାୟକ, ନିୟତି ଗିରି, ସୁଷମା ରାଣି ବିଶ୍ବାଳ, ନିରୋଜ ନଳିନୀ ମାହାଲ୍ଲିକ ଓ କସ୍ତୁରୀ ମିଶ୍ର ।

ରାଜ୍ୟ ସଭାପତି ସମେତ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏଥିସହ ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ମୋର୍ଚ୍ଚାର ବିଭିନ୍ନ ବିଭାଗର ସଂଯୋଜିକା ଏବଂ ସହ ସଂଯୋଜିକାମାନଙ୍କ ନାମ ତାଲିକା ଘୋଷଣା କରିଛି ବିଜେପି।

ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ଭାବେ ବବିତା ପାତ୍ର ଓ କଳ୍ପନା ଲେଙ୍କା, ସଂପାଦିକା ଭାବେ କୌଶଲ୍ୟା ନାୟକ, ରଶ୍ମିରେଖା ଦାସ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, ରଂଜିତା ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ଭାବେ ସୁବାସିନୀ ବଳଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ମହିଳା ମୋର୍ଚ୍ଚାର ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜିକା ଏବଂ ସହ ସଂଯୋଜିକା ଭାବେ ପ୍ରତିମା ମିଶ୍ର, ରଶ୍ମି ପଟ୍ଟନାୟକ, ମାନସୀ ହରିଚନ୍ଦନ, ସବିତା ପ୍ରହରାଜ, ସେଫାଲୀ ଦାସ, ସୁଜାତା ପାଢୀ, ସୁଚରିତା ଜେନାମଣୀ, ଅନ୍ୟ ଅନନ୍ୟା ପ୍ରିୟଦର୍ଶିନୀ, ଅନୁଶ୍ରୀ ମହାନ୍ତି, ସତରୂପା ମିଶ୍ର, ପୂର୍ଣ୍ଣିମା ଦାସ, ପଦ୍ମଜା ଦେବତାଙ୍କୁ ଦାୟୀତ୍ବ ଦିଆଯାଇଛି ।

ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଂଘମିତ୍ରା ପ୍ରଧାନ, ରୋଜାଲିନ ଦାସ, ମିନା ସରାଫ, ପଦ୍ମାବତୀ ଜେନା, ସୁବାସିନୀ ପୃଷ୍ଟି, ଅଂଜଳି ସେଠୀ, କଳ୍ପନା ପଟ୍ଟନାୟକ, ରିତା ଚୌଧୁରୀ, ପ୍ରୀତି ପରମିତା ବେହେରା, ଭାରତୀ ସ୍ବାଇଁ, ମୀନା ଧାନସାମନ୍ତରାୟ, ଅମିତା ରାଣୀ ଦାସ, କୁନ୍ତୀ ପାଲ, କାନନବାଳା ଦାସ, ମମତା ସ୍ବାଇଁ, ସୁମତି ଜେନା, ମୀନା କୁମାରୀ ଦାସ, ସୁମିତ୍ରା ବାହିନିପତୀ, ରଶ୍ମି ପଟ୍ଟନାୟକ, କବିତା ନାଥ, ପୂର୍ଣ୍ଣିମା ମଜୁମଦାର, ଲକ୍ଷ୍ମୀପ୍ରିୟା ସାହୁ, ସୁମନ ସିଂହ, ମିଥୁଲା ଟୁଡୁ, ପ୍ରବୀଣା କୋଲାର, ପ୍ରିତୀ ସିଷ୍ଟା ମହାପାତ୍ର, ନିରୁପମା ଖଟେଇ, ଜେମାମଣି ଧାରୁଆ, ପ୍ରମିଳା ଦାସ, ମାନସୀ ହରିଚନ୍ଦନ ଏବଂ ସୌମ୍ୟା ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.