ETV Bharat / city

ରାଜ୍ୟରେ ଆଜି 1,641 କୋରୋନା ଆରୋଗ୍ୟ

author img

By

Published : Nov 6, 2020, 9:57 PM IST

ଆଜି(ଶୁକ୍ରବାର) କୋରୋନାରୁ ସୁସ୍ଥ ହେଲେ 1,641 କୋଭିଡ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,85,174କୁ ବୃଦ୍ଧି ପାଇଛି ।

covid patients
ରାଜ୍ୟରେ ଆଜି 1,641 କୋରୋନା ଆରୋଗ୍ୟ

ଭୁବନେଶ୍ବର: ରାଜ୍ୟରେ ଆଜି(ଶୁକ୍ରବାର) କୋରୋନାରୁ ସୁସ୍ଥ ହେଲେ 1,641 କୋଭିଡ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,85,174କୁ ବୃଦ୍ଧି ପାଇଛି ।

ଆଜି 30 ଟି ଜିଲ୍ଲରୁ 1641 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ 182, କଟକରେ 109, କେନ୍ଦ୍ରାପଡାରେ 63, ସୁନ୍ଦରଗଡ 83, ଅନୁଗୁଳରେ 84, ବଲାଙ୍ଗିରରେ 78, ପୁରୀରେ 47, ବାଲେଶ୍ବର 76, ଝରସୁଗୁଡ଼ାରେ 32, ବରଗଡରେ 39, ଜଗତସିଂହପୁରରେ 122 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ନବରଙ୍ଗପୁରରେ 42, ଯାଜପୁରରେ 22, ମୟୁରଭଞ୍ଜରେ 149, କେନ୍ଦୁଝରରେରେ 56, ଗଞ୍ଜାମରେ 32, ନୂଆପଡାରେ 48, କଳାହାଣ୍ଡିରେ 48, ବୌଦ୍ଧରେ 17, ସମ୍ବଲପୁରରେ 29, ମାଲକାନଗିରିରରେ 54, ଭଦ୍ରକରେ 25, କୋରାପୁଟରେ 51, ନୟାଗଡରେ 33, ଦେଓଗଡରେ 13, ଢେଙ୍କାନାଳରେ 32, କନ୍ଧମାଳରେ 12, ସୋନପୁରରେ 18, ଗଜପତିରେ 4, ରାୟଗଡାରେ 8 ଓ ଷ୍ଟେଟ ପୋଲରେ 33 ଜଣ ଆରୋଗ୍ୟଲାଭ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.