ETV Bharat / city

ପୁଣି ମୟୂରଭଞ୍ଜରେ 3 କୋରୋନା ପଜିଟିଭ, ରାଜ୍ୟର ପଜିଟିଭ ସଂଖ୍ୟା 287କୁ ବୃଦ୍ଧି

ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ
author img

By

Published : May 9, 2020, 7:58 AM IST

Updated : May 9, 2020, 12:23 PM IST

09:36 May 09

ପୁଣି ମୟୂରଭଞ୍ଜରେ 3 କୋରୋନା ପଜିଟିଭ, ରାଜ୍ୟର ପଜିଟିଭ ସଂଖ୍ୟା 287କୁ ବୃଦ୍ଧି

ପୁଣି ମୟୂରଭଞ୍ଜରେ 3 କୋରୋନା ପଜିଟିଭ, ରାଜ୍ୟର ପଜିଟିଭ ସଂଖ୍ୟା 187କୁ ବୃଦ୍ଧି

ମୟୂରଭଞ୍ଜରେ ଆଉ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମୟୂରଭଞ୍ଜରେ ୭ ଓ ରାଜ୍ୟରେ ୨୮୭କୁ ବୃଦ୍ଧି ପାଇଛି ।  ଆଜି ରାଜ୍ୟରେ ୧୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

08:32 May 09

ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ

08:19 May 09

ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ

07:50 May 09

ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।  

ନୂତନ ୧୪ ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମରୁ 12 ଜଣ, ସୁନ୍ଦରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ । ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ସେହିପରି ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଓ ସୁନ୍ଦରଗଡ଼ରେ ୧୩କୁ ବୃଦ୍ଧି । ସକ୍ରିୟ କୋରୋନା ପଜିଟିଭ ସଂଖ୍ୟା ୨୧୯ ରହିଥିବା ବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ 2 ଜଣଙ୍କର ମୃତ୍ୟୁ ହୋଇଛି । 

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ 

Last Updated : May 9, 2020, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.