ଭୁବନେଶ୍ବର: ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧୯୮ କୋରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଠାରେ ସୁସ୍ଥସଂଖ୍ୟା ୪୫୬ ରହିଛି । ତେବେ ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୭ ହଜାର ୧୯୭କୁ ବୃଦ୍ଧି ପାଇଛି ।
-
Another 1198 Covid patients have recovered and are being discharged on 14.08.2021
— H & FW Dept Odisha (@HFWOdisha) August 14, 2021 " class="align-text-top noRightClick twitterSection" data="
456 from Khordha
171 from Cuttack
63 from Jajapur
59 from Jagatsinghpur
56 from Puri
51 from Anugul
41 from Baleswar
40 from Bhadrak
32 from Mayurbhanj
27 from Kendrapara
16 from Dhenkanal
">Another 1198 Covid patients have recovered and are being discharged on 14.08.2021
— H & FW Dept Odisha (@HFWOdisha) August 14, 2021
456 from Khordha
171 from Cuttack
63 from Jajapur
59 from Jagatsinghpur
56 from Puri
51 from Anugul
41 from Baleswar
40 from Bhadrak
32 from Mayurbhanj
27 from Kendrapara
16 from DhenkanalAnother 1198 Covid patients have recovered and are being discharged on 14.08.2021
— H & FW Dept Odisha (@HFWOdisha) August 14, 2021
456 from Khordha
171 from Cuttack
63 from Jajapur
59 from Jagatsinghpur
56 from Puri
51 from Anugul
41 from Baleswar
40 from Bhadrak
32 from Mayurbhanj
27 from Kendrapara
16 from Dhenkanal
ଖୋର୍ଦ୍ଧା ପରେ କଟକ ଜିଲ୍ଲାରୁ ସର୍ବାଧିକ ୧୭୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁରରୁ ୬୩, ଜଗତସିଂହପୁରରୁ ୫୯, ପୁରୀରୁ ୫୬, ଅନୁଗୋଳରୁ ୫୧, ବାଲେଶ୍ବରରୁ ୪୧, ଭଦ୍ରକରୁ ୪୦, ମୟୂରଭଞ୍ଜରୁ ୩୨, କେନ୍ଦ୍ରାପଡାରୁ ୨୭, ଢେଙ୍କାନାଳରୁ ୧୬, କେନ୍ଦୁଝରରୁ ୧୪, ସୁନ୍ଦରଗଡରୁ ୧୩, ରାୟଗଡାରୁ ୧୨, ବୌଦ୍ଧରୁ ୫, ଗଞ୍ଜାମରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ମାଲକାନଗିରିରୁ ୫, ସମ୍ବଲପୁରରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୩, ସୋନପୁରରୁ ୩, ନୂଆପଡାରୁ ୨, ଦେବଗଡରୁ ଜଣେ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସୁସ୍ଥସଂଖ୍ୟା ୧୦୫ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ