ETV Bharat / city

କୋଭିଡକୁ ମାତ୍ ଦେଲେ ଆଉ ୧୧୯୮ ଆକ୍ରାନ୍ତ

author img

By

Published : Aug 14, 2021, 9:11 PM IST

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧୯୮ କୋରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ଆକ୍ରାନ୍ତ । ଅଧିକ ପଢନ୍ତୁ...

କୋଭିଡକୁ ମାତ୍ ଦେଲେ ଆଉ ୧୧୯୮ ଆକ୍ରାନ୍ତ
କୋଭିଡକୁ ମାତ୍ ଦେଲେ ଆଉ ୧୧୯୮ ଆକ୍ରାନ୍ତ

ଭୁବନେଶ୍ବର: ଶନିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧୯୮ କୋରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଠାରେ ସୁସ୍ଥସଂଖ୍ୟା ୪୫୬ ରହିଛି । ତେବେ ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୭ ହଜାର ୧୯୭କୁ ବୃଦ୍ଧି ପାଇଛି ।

  • Another 1198 Covid patients have recovered and are being discharged on 14.08.2021

    456 from Khordha
    171 from Cuttack
    63 from Jajapur
    59 from Jagatsinghpur
    56 from Puri
    51 from Anugul
    41 from Baleswar
    40 from Bhadrak
    32 from Mayurbhanj
    27 from Kendrapara
    16 from Dhenkanal

    — H & FW Dept Odisha (@HFWOdisha) August 14, 2021 " class="align-text-top noRightClick twitterSection" data=" ">

ଖୋର୍ଦ୍ଧା ପରେ କଟକ ଜିଲ୍ଲାରୁ ସର୍ବାଧିକ ୧୭୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁରରୁ ୬୩, ଜଗତସିଂହପୁରରୁ ୫୯, ପୁରୀରୁ ୫୬, ଅନୁଗୋଳରୁ ୫୧, ବାଲେଶ୍ବରରୁ ୪୧, ଭଦ୍ରକରୁ ୪୦, ମୟୂରଭଞ୍ଜରୁ ୩୨, କେନ୍ଦ୍ରାପଡାରୁ ୨୭, ଢେଙ୍କାନାଳରୁ ୧୬, କେନ୍ଦୁଝରରୁ ୧୪, ସୁନ୍ଦରଗଡରୁ ୧୩, ରାୟଗଡାରୁ ୧୨, ବୌଦ୍ଧରୁ ୫, ଗଞ୍ଜାମରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ମାଲକାନଗିରିରୁ ୫, ସମ୍ବଲପୁରରୁ ୫, କଳାହାଣ୍ଡିରୁ ୩, କନ୍ଧମାଳରୁ ୩, ସୋନପୁରରୁ ୩, ନୂଆପଡାରୁ ୨, ଦେବଗଡରୁ ଜଣେ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଷ୍ଟେଟପୁଲ ସୁସ୍ଥସଂଖ୍ୟା ୧୦୫ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.