ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ଆଉ 11,551 କୋରୋନା ଆକ୍ରାନ୍ତ

author img

By

Published : May 27, 2021, 10:44 PM IST

ରାଜ୍ୟରୁ ସୁସ୍ଥ ହୋଇଛନ୍ତି 11 ହଜାର 551 କୋରୋନା ଆକ୍ରାନ୍ତ । ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 6 ଲକ୍ଷ 35ହଜାର 179 ଜଣ କୋରୋନାରୁ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ..

ରାଜ୍ୟରେ ସୁସ୍ଥ ହେଲେ ଆଉ 11,551 କୋରୋନାକ୍ରାନ୍ତ

ଭୁବନେଶ୍ବର: ଶୁକ୍ରବାର ରାଜ୍ୟରୁ ସୁସ୍ଥ ହୋଇଛନ୍ତି 11 ହଜାର 551 କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1435 ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ 819 କୋରୋନା କବଳରୁ ମୁକୁଳିଛନ୍ତି ।

ଆଜିର ସୁସ୍ଥ ତାଲିକାରେ କଟକରୁ 709 , ସୁନ୍ଦରଗଡରୁ 696 , ଯାଜପୁରରୁ 695 , କଳାହାଣ୍ଡିରୁ 595, ଅନୁଗୋଳରୁ 588 , ମୟୂରଭଞ୍ଜରୁ 495 , ନବରଙ୍ଗପୁରରୁ 405 , ଗଞ୍ଜାମରୁ 368 ଏବଂ ପୁରୀରୁ 354 ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ସେହିଭଳି ଭଦ୍ରକରୁ 349 , କୋରାପୁଟରୁ 321 , ବରଗଡରୁ 318 , ଜଗତସିଂହପୁରରୁ 306 , ବଲାଙ୍ଗୀରରୁ 288 , କେନ୍ଦୁଝରରୁ 273 , ବାଲେଶ୍ବରରୁ 269 , ନୟାଗଡରୁ 63 , ଝାରସୁଗୁଡାରୁ 262 , ସୋନପୁରରୁ 248 , ରାୟଗଡାରୁ 227, ବୌଦ୍ଧରୁ 212, କେନ୍ଦ୍ରାପଡାରୁ 202 , ନୂଆପଡାରୁ 136 , ଦେବଗଡରୁ 121, ମାଲକାନଗିରିରୁ 107 , ଢେଙ୍କାନାଳରୁ 91 , ଗଜପତିରୁ 86 , କନ୍ଧମାଳରୁ 67 ଏବଂ ଷ୍ଟେଟ ପୁଲରୁ 246 ଜଣ ଭଲ ହୋଇ ଘରକୁ ଫେରିଛନ୍ତି ।

ତେବେ ଆଜିର ସୁସ୍ଥଙ୍କୁ ମିଶାଇ ମୋଟ 6 ଲକ୍ଷ 35ହଜାର 179 ଜଣ କୋରୋନାରୁ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.