ETV Bharat / city

ନିରୀହ ଆଦିବାସୀଙ୍କୁ ପ୍ରଲୋଭିତ କରୁଛି ଆନ୍ଧ୍ର: ପଟାଙ୍ଗୀ ବିଧାୟକ

author img

By

Published : Feb 17, 2021, 12:05 PM IST

କୋଟିଆ ପ୍ରସଙ୍ଗରେ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀଙ୍କ ପ୍ରତିକ୍ରିୟା। ରାଜସ୍ବ ଗ୍ରାମର ଲୋକେ ଭୋଟ ଦେବା ବଡ଼ ଦୁଃଖଦ ଖବର । ସମସ୍ତ ସୁବିଧା ମିଳୁଥିବାରୁ ଆନ୍ଧ୍ର ମୁହାଁ ହେଇ ଯାଉଛନ୍ତି ଲୋକେ । ଆଦିବାସୀମାନେ ସରଳ ନିରୀହ ଲୋକ ହୋଇଥିବାରୁ ତାଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ଟାଣି ନେଉଛି । ଅଧିକ ପଢନ୍ତୁ...

ନିରିହ ଆଦିବାସୀଙ୍କୁ ପ୍ରୋଲଭନ ଦେଖାଇ ଭୋଟ ହାତଉଛି ଆନ୍ଧ୍ର: ପଟାଙ୍ଗୀ ବିଧାୟକ

ଭୁବନେଶ୍ବର: କୋରାପୁଟ କୋଟିଆ ପ୍ରସଙ୍ଗରେ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀଙ୍କ ପ୍ରତିକ୍ରିୟା। ଓଡିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ଦୀର୍ଘଦିନ ପରେ ଆନ୍ଧ୍ର ଗଠିତ ହୋଇଛି ।

ପୂର୍ବରୁ ହୋଇଥବା ସୀମା ନିର୍ଦ୍ଧାରଣ ଅନୁଯାୟୀ ସବୁ ଦସ୍ତାବିଜ ଥିବ । ସରକାରଙ୍କ ପାଖରେ ସବୁ ତଥ୍ୟ ରହିଛି । ସୁପ୍ରିମକୋର୍ଟରେ ରାଜ୍ୟ ସରକାର ସବୁ ତଥ୍ୟ ଉପସ୍ଥାପନ କରିବେ । ରାଜସ୍ବ ଗ୍ରାମର ଲୋକେ ଭୋଟ ଦେବା ବଡ଼ ଦୁଃଖଦ ଖବର ।

ସେପଟୁ ସମସ୍ତ ସୁବିଧା ମିଳୁଥିବାରୁ ଆନ୍ଧ୍ର ମୁହାଁ ହେଇ ଯାଉଛନ୍ତି ଲୋକେ । ଆଦିବାସୀମାନେ ସରଳ ନିରୀହ ଲୋକ ହୋଇଥିବାରୁ ତାଙ୍କୁ ପ୍ରଲୋଭିତ କରି ଆନ୍ଧ୍ର ଟାଣି ନେଉଛି ।

ରାଜ୍ୟ ସରକାର ଗତ ଦୁଇ ବର୍ଷ ଭିତରେ 150 କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି ରାଜ୍ୟ ସରକାରଙ୍କ ପକ୍ଷରୁ । ଆଶା ଆଛି ଆମେ ସୁପ୍ରିମକୋର୍ଟରେ ନିଶ୍ଚିନ୍ତ ନ୍ୟାୟ ପାଇବୁ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.