ETV Bharat / city

ମୁଣ୍ଡବିହୀନ ମୃତଦେହର ପୋଷ୍ଟମର୍ଟମ ରିପୋର୍ଟ, ମାସକର ଗର୍ଭବତୀ ଥିଲେ ମୃତ ମହିଳା

author img

By

Published : Feb 6, 2021, 3:14 PM IST

ମୁଣ୍ଡବିହୀନ ମୃତଦେହ ଘଟଣାରେ ପୋଲିସ ହାତରେ ଲାଗିଛି ପୋଷ୍ଟ ମର୍ଟମ ରିପୋର୍ଟ । ରିପୋର୍ଟରେ ମୃତ ମହିଳା ଜଣକ ଏକ ମାସର ଗର୍ଭବତୀ ଥିବା ସ୍ପଷ୍ଟ ଉଲେଖ ରହିଛି । ଅଧିକ ପଢନ୍ତୁ...

ମୁଣ୍ଡବିହୀନ ମୃତଦେହର ପୋଷ୍ଟମର୍ଟମ ରିପୋର୍ଟ, ମାସକର ଗର୍ଭବତି ଥିଲେ ମୃତ ମହିଳା

ଭୁବନେଶ୍ବର:ଅନ୍ଧାରୁଆ ମୁଣ୍ଡବିହୀନ ମୃତଦେହ ଘଟଣାରେ ପୋଲିସ ହାତରେ ଲାଗିଛି ପୋଷ୍ଟ ମର୍ଟମ ରିପୋର୍ଟ । ରିପୋର୍ଟରେ ମୃତ ମହିଳା ଜଣକ ଏକ ମାସର ଗର୍ଭବତୀ ଥିବା ସ୍ପଷ୍ଟ ଉଲ୍ଲେଖ ରହିଛି।

ଏଥି ସହ ମହିଳାଙ୍କର ତଣ୍ଟିଚିପି ହତ୍ୟା ପରେ ବେକକୁ କଟାଯାଇଥିବା ମିଳିଛି ସୂଚନା । ଯାହାକୁ ନେଇ ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ହେଲେ ଏଯାଏଁ ମୃତଦେହର ପରିଚୟ ମିଳିପାରିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.