ଭୁବନେଶ୍ବର: କିଛି ସମୟ ପରେ ଆରମ୍ଭ ହେବ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ବୈଠକ । ସଂସ୍କୃତି ସୁରକ୍ଷା ପ୍ରସଙ୍ଗକୁ ନେଇ ବୈଠକରେ ହେବ ବିସ୍ତୃତ ଆଲୋଚନା । ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂସ୍କୃତି ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଗଣ ଏହି ବୈଠକରେ ଉପସ୍ଥିତ ରହିବେ । ଲୋକସେବା ଭବନରେ ବସିବ ବୈଠକ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ