ETV Bharat / city

ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କଲା ଅମ୍ଫାନ, ଓଡିଶାରେ ଅଧ୍ୟାୟ ଅନ୍ତ

author img

By

Published : May 21, 2020, 12:17 AM IST

ବାତ୍ୟା ଅମ୍ଫାନ ସୁନ୍ଦରବନ ଅତିକ୍ରମ କଲା ବେଳେ ପବନର ବେଗ ୧୫୫-୧୬୫ କି.ମି ଥିଲା ବୋଲ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚଆର ବିଶ୍ବାସ । ଅଧିକ ପଢ଼ନ୍ତୁ...

amphan-landed-in-west-bengal-ending-chapter-in-odisha
ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କଲା ଅମ୍ଫାନ, ଓଡିଶାରେ ଅଧ୍ୟାୟ ଅନ୍ତ

ଭୁବନେଶ୍ବର: ଓଡିଶାରେ ତାଣ୍ଡବ ରଚିଲା ପରେ ପଶ୍ଚିମବଙ୍ଗ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଅମ୍ଫାନ । ଓଡିଶାର ମାତ୍ରାଧିକ କ୍ଷତି କରି ନପାରି ପଡୋଶୀ ରାଜ୍ୟରେ ଏବେ ଗର୍ଜନ କରୁଛି ବାତ୍ୟା ।

ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ଅମ୍ଫାନ । ଅମ୍ଫାନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ । ସୁନ୍ଦରବନ ଅତିକ୍ରମ କଲା ବେଳେ ପବନର ବେଗ ୧୫୫-୧୬୫ କି.ମି ଥିଲା ବୋଲ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚଆର ବିଶ୍ବାସ । ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୮୫ କି.ମି ଛୁଇଁଥିଲା । ଦୀଘା-ହାତିଆ ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଅତିକ୍ରମ କରିଛି ଅମ୍ଫାନ୍ ।

ବ୍ୟୁରୋ ଇନପୁଟ ସହ ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.