ETV Bharat / city

କମନ ପିଜି ପ୍ରବେଶିକା ପରୀକ୍ଷା ଟାଇମଲାଇନରେ ସଂଶୋଧନ

author img

By

Published : Oct 20, 2020, 9:24 PM IST

କମନ ପିଜି ପ୍ରବେଶିକା ପରୀକ୍ଷା ଟାଇମଲାଇନରେ ହେଲା ସଂଶୋଧନ । ନଭେମ୍ବର 2 ତାରିଖ ସୁଦ୍ଧା ଉତ୍କଳ ବିଶ୍ଵବିଦ୍ୟାଳୟ ସଂଯୋଜନାରେ OCAC ପାଖରେ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ କରାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କମନ ପିଜି ପ୍ରବେଶିକା ପରୀକ୍ଷା ଟାଇମଲାଇନରେ ସଂଶୋଧନ
କମନ ପିଜି ପ୍ରବେଶିକା ପରୀକ୍ଷା ଟାଇମଲାଇନରେ ସଂଶୋଧନ

ଭୁବନେଶ୍ବର: ନଭେମ୍ବର 2 ତାରିଖ ସୁଦ୍ଧା ଉତ୍କଳ ବିଶ୍ଵବିଦ୍ୟାଳୟ ସଂଯୋଜନାରେ OCAC ପାଖରେ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ କରାଯିବ । ନଭେମ୍ବର 5 ତାରିଖ ରାତି 11.45 ସୁଦ୍ଧା ଛାତ୍ରଛାତ୍ରୀ ନିଜ କ୍ୟାରିଅର ମାର୍କ SAMS ପୋର୍ଟାଲରେ ଅପଲୋଡ କରିବେ ।

ନଭେମ୍ବର 10 ତାରିଖରେ ରାଜ୍ୟବ୍ୟାପୀ ମେରିଟ ଲିଷ୍ଟ ପ୍ରକାଶ ପାଇ 30 ନଭେମ୍ବର ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ । ଏନେଇ ଉଚ୍ଚଶିକ୍ଷା ବିଭାଗର ପରର୍ଫରମାନ୍ସ ଟ୍ରାକିଂ ସେଲ ଦ୍ୱାରା ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇଛି । ସୂଚନାଯୋଗ୍ୟ ଯେ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ପ୍ରବେଶିକା ଚଳିତ ବର୍ଷରୁ ଆରମ୍ଭ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.