ETV Bharat / city

ମହାଲିଙ୍ଗ କେଳେଙ୍କାରୀ: ଗୁଇନ୍ଦା ବିଭାଗକୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା - ମହାଲିଙ୍ଗ କଲେଜ ଖବର

ମହାଲିଙ୍ଗ କଲେଜକୁ ବରାବର ଯାଉଥିଲେ କ୍ୟାପଟେନ । ମହାଲିଙ୍ଗ କଲେଜର କେଳେଙ୍କାରୀ ବିଷୟରେ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଜାଣିଥିଲେ । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ ଜାଣିଶୁଣି ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ ହେବା ପାଇଁ ହିଁ କଲେଜକୁ ଯାଉଥିଲେ । ଅଧିକ ପଢନ୍ତୁ...

Alumni and locals were known of the Mahalinga College scandal
ମହାଲିଙ୍ଗ କଲେଜର କେଳେଙ୍କାରୀ ବିଷୟରେ ଜାଣିଥିଲେ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ
author img

By

Published : Oct 23, 2021, 8:39 PM IST

ଭୁବନେଶ୍ବର: ମହାଲିଙ୍ଗ କଲେଜକୁ ବରାବର ଯାଉଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ । କଲେଜର କେଳେଙ୍କାରୀ ବିଷୟରେ ପୁରାତନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକେ ଜାଣିଥିଲେ । କିନ୍ତୁ ରାଜ୍ୟର ଗୃହ ବିଭାଗ ଓ ପୋଲିସ ପାଖରେ କି ଭଳି ଏହି ଖବର ନ ଥିଲା ବୋଲି ଟ୍ବିଟ କରିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ।

  • ଏସବୁ କେଲେଙ୍କାରୀ ବିଷୟରେ ପୁରାତନ ଛାତ୍ରଛାତ୍ରୀ ଜାଣିଥିଲେ ,ସ୍ଥାନୀୟ ଲୋକେ ଜାଣୁ ଥିଲେ ଶୁଣୁ ଥିଲେ ଅଥଚ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୋଲିସ ବିଭାଗ ପାଖରେ ଖବର ନଥିଲା ? ଜଣେ ଗୃହ ମନ୍ତ୍ରୀ ଗୋଟିଏ ଜାଗାକୁ ବାରମ୍ବାର ଯାଉଥିଲେ କିନ୍ତୁ ସେ ଜାଗାର କେଲେଙ୍କାରୀ ବିଷୟରେ ଓଡ଼ିଶା ପୋଲିସ ର intelligence Agency ମାନଙ୍କ ପାଖରେ ଖବର ନ ଥିଲା ?

    — Pradipta Kumar Naik (@pradiptanaikbjp) October 23, 2021 " class="align-text-top noRightClick twitterSection" data=" ">

ମହାଲିଙ୍ଗ କଲେଜ ହେଉଛି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜୀବନ ଏବଂ ଗୋବିନ୍ଦ ସାହୁ ବିନ୍ଧାଣି । ବର୍ଷ ବର୍ଷ ଧରି କଲେଜରେ ଛାତ୍ରୀ ମାନଙ୍କୁ ଶାରୀରିକ ଶୋଷଣ କରାଯାଉଥିଲା । ଅନୈତିକ କାର୍ଯ୍ୟକଳାପ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ବରାବର ଏହି କଲେଜକୁ ଯାଉଥିଲେ ଏବଂ ରାତ୍ରୀଯାପନ କରୁଥିଲେ । ଏସବୁ କେଲେଙ୍କାରୀ ବିଷୟରେ ପୁରାତନ ଛାତ୍ରଛାତ୍ରୀ ଜାଣିଥିଲେ। ସ୍ଥାନୀୟ ଲୋକେ ଜାଣିଥିଲେ । ଶୁଣୁ ଥିଲେ କିନ୍ତୁ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ପୋଲିସ ବିଭାଗ ପାଖରେ ଖବର ନଥିଲା ? ଜଣେ ଗୃହ ମନ୍ତ୍ରୀ ଗୋଟିଏ ସ୍ଥାନକୁ ବାରମ୍ବାର ଯାଉଥିଲେ କିନ୍ତୁ ସେ ଜାଗାର କେଲେଙ୍କାରୀ ବିଷୟରେ ଓଡ଼ିଶା ପୋଲିସର intelligence Agency ବିଭାଗ ପାଖରେ କୌଣସି ଖବର ନ ଥିଲା ?

ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ ଜାଣିଶୁଣି ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ ହେବା ପାଇଁ ହିଁ କଲେଜକୁ ଯାଉଥିଲେ । ଏହି ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ତଦନ୍ତ ପରିସରଭୁକ୍ତ କରାଯିବା ଦରକାର ବୋଲି ଟ୍ବିଟ କରିଛନ୍ତି ବିରୋଧୀଦଳ ନେତା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.