ETV Bharat / city

ଆଜି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ

author img

By

Published : Mar 25, 2021, 8:42 PM IST

Updated : Mar 26, 2021, 7:37 AM IST

ଆଜି(ଶୁକ୍ରବାର) ବନ୍ଦ ରହିବ ସ୍କୁଲ, କଲେଜ ଓ ବିଶ୍ବ ବିଦ୍ୟାଳୟ । ସେହିଭଳି ଦୋଳ ଓ ହୋଲି ପାଇଁ ଦୁଇ ଦିନ ସ୍କୁଲ ଛୁଟି ରହିବ । ଅଧିକ ପଢନ୍ତୁ..

କାଲି ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ
କାଲି ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ

ଭୁବନେଶ୍ବର: ଆଜି (ଶୁକ୍ରବାର) ବନ୍ଦ ରହିବ କଲେଜ ଓ ବିଶ୍ବ ବିଦ୍ୟାଳୟ । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ନେଇ ଏଭଳି ପଦକ୍ଷେପ । ଏନେଇ ବିଭାଗ ପକ୍ଷରୁ ଟ୍ବିଟ କରି କୁହାଯାଇଛି । ଏହା ସହିତ ସ୍କୁଲ ମଧ୍ୟ ବନ୍ଦ ରହିବ ।

କାଲି ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ
କାଲି ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ

ସେହିପରି ଦୋଳ ଓ ହୋଲି ପାଇଁ ଦୁଇ ଦିନ ସ୍କୁଲ ଛୁଟି ରହିବ । ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଦୁଇ ଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।

ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ଦୁଇ ଦିନ ଧରି ଛୁଟିକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା 28 ଓ 29 ତାରିଖ ଦୁଇ ଦିନ ଧରି ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ଘରୋଇ ସ୍କୁଲ ଛୁଟି ରହିବାକୁ ନେଇ ମଧ୍ୟ ନିର୍ଦ୍ଦେଶ ରହିଛି ।

ପୁଣି ଥରେ ଚାଷୀ ମାନେ ସେମାନଙ୍କ ହକ ଦାବିରେ ଭାରତ ବନ୍ଦ ଡାକରା ଦେଇଛନ୍ତି । କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଚାଷୀ ଏହି ବନ୍ଦ ଡାକରା ଦେଇଛନ୍ତି । ତେବେ ଭାରତ ବନ୍ଦ ଡାକରାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 26, 2021, 7:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.