ETV Bharat / city

କାଉଣ୍ଟଡାଉନ ଆରମ୍ଭ, ଡିଏମଇଟି କହିଲେ ପ୍ରସ୍ତୁତି ଶେଷ - Vaccination in state tomorrow

ରାତି ପାହିଲେ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ବହୁ ପ୍ରତୀକ୍ଷିତ କୋରୋନା ସଞ୍ଜିବନୀ ପାଇବେ ଆଗଧାଡିର କୋଭିଡ ଯୋଦ୍ଧା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଲେ ଡିଏମଇଟି । ଅଧିକ ପଢନ୍ତୁ...

କାଉଣ୍ଟ ଡାଉନ ଆରମ୍ଭ, ଡିଏମଇଟି କହିଲେ ପ୍ରସ୍ତୁତି ଶେଷ

author img

By

Published : Jan 15, 2021, 6:00 PM IST

ଭୁବନେଶ୍ବର: ରାତି ପାହିଲେ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ଟିକା ପାଇବେ ସ୍ବାସ୍ଥ୍ୟକର୍ମୀ ତଥା ଆଗଧାଡିର କୋଭିଡ ଯୋଦ୍ଧା । ମାସାଧିକ କାଳ ଧରି ଚାଲିଥିବା ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ଡାଇରେକ୍ଟର ମେଡିକାଲ ଏଜୁକେସନ ଏଣ୍ଡ ଟ୍ରେନିଂ ବା ଡିଏମଇଟି ସିବିକେ ମହାନ୍ତି ।

କାଉଣ୍ଟ ଡାଉନ ଆରମ୍ଭ, ଡିଏମଇଟି କହିଲେ ପ୍ରସ୍ତୁତି ଶେଷ

ସୁରକ୍ଷିତ ଓ ଶୃଙ୍ଖଳିତ ରୂପେ ଟୀକାକରଣ ପାଇଁ ସରକାରୀ କଳ ପୁରା ଦମ ଲଗାଇଛି । କେନ୍ଦ୍ରର ନିର୍ଦ୍ଦେଶକୁ ସବୁ ସ୍ତରରେ ପାଳନ କରାଯାଇଛି । ଟୀକାକରଣ ପାଇଁ ଥିବା ସମସ୍ତ ବୈଷୟିକ ଦିଗକୁ ଗୁରୁତ୍ବ ଦିଆଯାଇଛି । ଟୀକାକରଣ ପାଇଁ ହିତାଧିକାରୀ ତାଲିକା ବି ପ୍ରସ୍ତୁତ ସରିଛି । କେବଳ ଅପେକ୍ଷା ଟୀକାକରଣକୁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.