ETV Bharat / city

Panchayat Election: ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ - ପଞ୍ଚାୟତ ନିର୍ବାଚନ ଅପଡେଟ୍

ପଞ୍ଚାୟତ ନିର୍ବାଚନ(Panchayat Election) ନେଇ ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁଙ୍କ ସୂଚନା । ଅଧିକ ପଢନ୍ତୁ

Panchayat Election: ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ

author img

By

Published : Dec 15, 2021, 1:29 PM IST

Updated : Dec 15, 2021, 5:18 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ(Panchayat Election) ନେଇ ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ(All Party Meeting) । ବୈଠକ ପରେ ଘୋଷଣା ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(Panchayat Election)ର ତାରିଖ । ଏନେଇ ଡିସେମ୍ବର ୪ ତାରିଖରେ ଜିଲ୍ଲାସ୍ତରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ଆଜି(ବୁଧବାର) ସୂଚନା ଦେଇଛନ୍ତି ।

Panchayat Election: ଖୁବଶୀଘ୍ର ବସିବ ସର୍ବଦଳୀୟ ବୈଠକ

ଗତଥର ଅପେକ୍ଷା ଏଥର ଭୋଟରଙ୍କ ସଂଖ୍ୟା ବଢିଛି । ୱାର୍ଡ଼ ସଂଖ୍ୟା କମିଛି । ଚଳିତ ଥର ୯୧ ହଜାର ୯୧୩ ୱାର୍ଡ଼ରେ ଭୋଟ ଗ୍ରହଣ ହେବ । ୨୦୧୭ରେ ଭୋଟର ସଂଖ୍ୟା ୨ କୋଟି ୬୧ ଲକ୍ଷ ଥିଲା । ଯାହା ଚଳିତ ନିର୍ବାଚନରେ ୨ କୋଟି ୬୩ ଲକ୍ଷ ହେବାର ସମ୍ଭାବନା ରହିିଛି ବୋଲି ଜଣାଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 15, 2021, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.