ETV Bharat / city

ରାଜ୍ୟ ଶ୍ରମ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଅଖିଳ ଭାରତୀୟ ନିର୍ମାଣ ସଂଘର ଧାରଣା - state labour office

ବିଭିନ୍ନ ଦାବି ନେଇ ରାଜ୍ୟ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଅଖିଳ ଭାରତୀୟ ନିର୍ମାଣ ସଂଘ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର
author img

By

Published : Nov 21, 2019, 7:16 AM IST

ଭୁବନେଶ୍ବର: ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଘେରାଉ କଲା ଅଖିଳ ଭାରତୀୟ ନିର୍ମାଣ ସଂଘ । ବିଭିନ୍ନ ଦାବି ପୂରଣ ନେଇ ରାଜ୍ୟ ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଏହି ସଂଘ ଏକ ଶୋଭାଯାତ୍ର କରି ମାଷ୍ଟରକ୍ୟାଣ୍ଟିନରୁ ବାହାରି ଶ୍ରୀୟା ଛକରେ ଥିବା ଓଡିଶା ସରକାରଙ୍କର ଶ୍ରମ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଶୋଭାଯାତ୍ରାରେ ଓଡିଶା ସଭାପତି ଶ୍ରୀ ମହେନ୍ଦ୍ର ଜେନା ସହିତ ବହୁ ସଂଖ୍ୟାରେ ଶ୍ରମିକ ସାମିଲ ଥିଲେ । ମାସିକ ପେନସନ 3ହଜାର ଟଙ୍କା, ଗୃହ ନିର୍ମାଣରେ ନୂତନ ପଞ୍ଜିକରଣ କରିବା ଇପିଏଫ , ମୁକ୍ତ ଶିକ୍ଷା, 8ଘଣ୍ଟାରୁ ଅଧିକ ସମୟ କାମ କଲେ ବୋନସ ଦେବା ବ୍ୟବସ୍ଥା କରିବା ଆଦି ରହିଛି ସେମାନଙ୍କ ମୁଖ୍ୟ ଦାବି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମରଣ ନୀତି ଅବଲମ୍ବନ କରିଛନ୍ତି । ଶ୍ରମିକ ମାନଙ୍କ ପଇସା ପୁଞ୍ଜିପତି ମାନଙ୍କୁ ଟେକି ଦେଉଥିବାର ଅଭିଯୋଗ କରିଛି ସଂଘ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବିଭିନ୍ନ ଦାବି କୁ ନେଇ ଶ୍ରମ ବିଭାଗ କାର୍ଯ୍ୟାଳୟ କୁ ଘେରାଓ କଲେ ଅଖିଳ ଭାରତୀୟ ନିର୍ମାଣ ସଙ୍ଘ।

ରାଲି ବାହାରି ଥିଲା ଏହା ମାଷ୍ଟେର କ୍ୟାଣ୍ଟିନ ରୁ ବାହାରି ଶ୍ରୀୟା ଛକ ରେ ଥିବା ଓଡିଶା ସରକାର ଙ୍କର ଶ୍ରମ ଅଫିସ ଆଗରେ ଧାରଣା ଦେଇଥିଲେ ଅଖିଳ ଭାରତୀୟ ନିର୍ମାଣ ସଙ୍ଘ।
ଓଡିଶା ସଭାପତି ଶ୍ରୀ ମହେନ୍ଦ୍ର ଜେନା ସହିତ ବହୁ ଶ୍ରମିକ ସାମିଲ ଥିଲେ ତାଙ୍କ ର ବିଭିନ୍ନ ଦାବି ଗୁଡ଼ିକ ର ପୁରଣ ନେଇ ରାଜ୍ୟ ଶ୍ରମ ବିଭାଗ ସମୂଖ ରେ ଧାରଣା ଦେଇ ଥିଲେ।
ମାସିକ ପେନସନ 3ହଜାର ଟଙ୍କା ମାସିକ ମଜୁରୀ 26ହଜାର ଟଙ୍କା ଗୃହ ନିର୍ମାଣ ରେ ନୂତନ ପାଞ୍ଜି କରଣ କରିବା ଇପିଏଫ ଦେବା, ମୁକ୍ତ ଶିକ୍ଷା ଦେବା ର ଵେବସ୍ତା 8ଘଂଟା ରୁ ଅଧିକ ରୁ ଅଧିକ କାମ କଲେ ବୋନସ ଦେବା କେନ୍ଦ୍ର ସରକାର ଦେଶ ରେ ଏବଂ ଓଡିଶା ର ସରକାର ଶ୍ରମିକ ମରଣ ନୀତି କରିଛନ୍ତି ଶ୍ରମିକ ପଇସା ଖାଇ ଦେଉଛନ୍ତି ପୁଂଜି ପତି ମାନଙ୍କୁ ଦେଉଥିବାର ଅଭିଯୋଗ କରିଛି ସଙ୍ଘ।Body:ବିଭିନ୍ନ ଦାବି କୁ ନେଇ ଶ୍ରମ ବିଭାଗ କାର୍ଯ୍ୟାଳୟ କୁ ଘେରାଓ କଲେ ଅଖିଳ ଭାରତୀୟ ନିର୍ମାଣ ସଙ୍ଘ।

ରାଲି ବାହାରି ଥିଲା ଏହା ମାଷ୍ଟେର କ୍ୟାଣ୍ଟିନ ରୁ ବାହାରି ଶ୍ରୀୟା ଛକ ରେ ଥିବା ଓଡିଶା ସରକାର ଙ୍କର ଶ୍ରମ ଅଫିସ ଆଗରେ ଧାରଣା ଦେଇଥିଲେ ଅଖିଳ ଭାରତୀୟ ନିର୍ମାଣ ସଙ୍ଘ।
ଓଡିଶା ସଭାପତି ଶ୍ରୀ ମହେନ୍ଦ୍ର ଜେନା ସହିତ ବହୁ ଶ୍ରମିକ ସାମିଲ ଥିଲେ ତାଙ୍କ ର ବିଭିନ୍ନ ଦାବି ଗୁଡ଼ିକ ର ପୁରଣ ନେଇ ରାଜ୍ୟ ଶ୍ରମ ବିଭାଗ ସମୂଖ ରେ ଧାରଣା ଦେଇ ଥିଲେ।
ମାସିକ ପେନସନ 3ହଜାର ଟଙ୍କା ମାସିକ ମଜୁରୀ 26ହଜାର ଟଙ୍କା ଗୃହ ନିର୍ମାଣ ରେ ନୂତନ ପାଞ୍ଜି କରଣ କରିବା ଇପିଏଫ ଦେବା, ମୁକ୍ତ ଶିକ୍ଷା ଦେବା ର ଵେବସ୍ତା 8ଘଂଟା ରୁ ଅଧିକ ରୁ ଅଧିକ କାମ କଲେ ବୋନସ ଦେବା କେନ୍ଦ୍ର ସରକାର ଦେଶ ରେ ଏବଂ ଓଡିଶା ର ସରକାର ଶ୍ରମିକ ମରଣ ନୀତି କରିଛନ୍ତି ଶ୍ରମିକ ପଇସା ଖାଇ ଦେଉଛନ୍ତି ପୁଂଜି ପତି ମାନଙ୍କୁ ଦେଉଥିବାର ଅଭିଯୋଗ କରିଛି ସଙ୍ଘ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.