ETV Bharat / city

ପ୍ରଥମରୁ ନବମ ସବୁ ପରୀକ୍ଷା ସ୍ଥଗିତ - exams from first class to ninth class

exam suspended
ପ୍ରଥମରୁ ନବମ ସବୁ ପରୀକ୍ଷା ସ୍ଥଗିତ
author img

By

Published : Mar 16, 2020, 1:16 PM IST

Updated : Mar 16, 2020, 4:27 PM IST

16:22 March 16

କୋରୋନା ପାଇଁ ସବୁ ସ୍କୁଲ ବନ୍ଦ ଥିବାବେଳେ ଏବେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛି ଗଣଶିକ୍ଷା ବିଭାଗ । ପ୍ରଥମରୁ ନବମ ସବୁ ପରୀକ୍ଷା ସ୍ଥଗିତ ରଖିବାକୁ ଆଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ।

ପ୍ରଥମରୁ ନବମ ସବୁ ପରୀକ୍ଷା ସ୍ଥଗିତ

13:13 March 16

ପ୍ରଥମରୁ ନବମ ସବୁ ପରୀକ୍ଷା ସ୍ଥଗିତ

odisha corona
ପ୍ରଥମରୁ ନବମ ସବୁ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: କୋରୋନା ପାଇଁ ସବୁ ସ୍କୁଲ ବନ୍ଦ ଥିବାବେଳେ ଏବେ ସବୁ ପରୀକ୍ଷାକୁ ସ୍ଥଗିତ ରଖିଛି ଗଣଶିକ୍ଷା ବିଭାଗ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମରୁ ନବମ ଯାଏ ଏହା ଲାଗୁ ହେବ । ଏହାସହ ଯୁକ୍ତଦୁଇ ପ୍ରଥମ ବର୍ଷ ପରୀକ୍ଷା ତାରିଖ ମଧ୍ୟ ସ୍ଥଗିତ ରହିଛି ।  

ତେବେ ଦ୍ବାଦଶ ପରୀକ୍ଷା ଚାଲୁରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ସେହିପରି ଉଭୟ ଦଶମ ଓ ଦ୍ବାଦଶ ପରୀକ୍ଷା ଖାତାର ମୂଲ୍ୟାୟନ ଚାଲୁ ରହିବ ବୋଲି କୁହାଯାଇଛି । ସେପଟେ ବିଦ୍ୟାଳୟ ବନ୍ଦ ହେବାରୁ ଶିକ୍ଷକ ସ୍କୁଲକୁ ଆସିବେ ନାହିଁ । କିନ୍ତୁ ସେମାନଙ୍କୁ ଫୋନ ଯୋଗେ ଯୋଗ।ଯୋଗ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 16, 2020, 4:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.