ETV Bharat / city

All Exams OFFLINE: ଅଫଲାଇନରେ ହେବ UG-PGର ସମସ୍ତ ପରୀକ୍ଷା

author img

By

Published : Dec 15, 2021, 8:41 PM IST

ଏଣିିକି ଅନ-ଲାଇନ ପରିବର୍ତ୍ତେ ଅଫ ଲାଇନ ମୋଡ଼ରେ ହେବ UG ଓ PGର ସମସ୍ତ ପରୀକ୍ଷା (All UG & PG level examinations ) । ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଅଫ ଲାଇନ ମୋଡରେ ହେବ UG ଓ PGର ସମସ୍ତ ପରୀକ୍ଷା

ଭୁବନେଶ୍ବର: ଏଣିକି ଅଫ ଲାଇନ ମୋଡ଼ରେ ହେବ UG ଓ PG ର ସମସ୍ତ ପରୀକ୍ଷା (All UG & PG level examinations ) । ପୂର୍ବରୁ କୋରୋନା ସଂକ୍ରମଣ କାରଣରୁ ଅନ ଲାଇନରେ ପରୀକ୍ଷା ଅନୁଷ୍ଠିତ ହେଉଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର (All UG & PG level examinations (Annual/Semester) in Universities and colleges will be held in offline mode ) ।

ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପରୀକ୍ଷା ପରିଚାଳନା ସମ୍ବନ୍ଧରେ ସମସ୍ତ U.G. ଏବଂ P.G. ସ୍ତରୀୟ ପରୀକ୍ଷା (ବାର୍ଷିକ/ସେମିଷ୍ଟାର) ଉପଯୁକ୍ତ କୋଭିଡ-19 ପ୍ରୋଟୋକଲ ଅନୁପାଳନ କରି ଅଫଲାଇନ ମୋଡରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ (exams will be held in offline mode observing appropriate COVID19 prevention protocols) ।

ଏନେଇ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟକୁ ବିଭାଗ ପକ୍ଷରୁ ନିର୍ଦେଶ ମଧ୍ୟ ଦିଆସରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.