ETV Bharat / city

ଭୁବନେଶ୍ବର ଜିଲ୍ଲା ବିଜେପି ଉପ ସଭାପତି ହେଲେ ଅକ୍ଷୟ କୁମାର ପତି

author img

By

Published : Mar 4, 2022, 10:32 PM IST

ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପିର ନୂତନ ଉପ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅକ୍ଷୟ କୁମାର ପତି। ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ସୁପାରିଶ କ୍ରମେ ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର ଜିଲ୍ଲା ବିଜେପି ଉପ ସଭାପତି ହେଲେ ଅକ୍ଷୟ କୁମାର ପତି
ଭୁବନେଶ୍ବର ଜିଲ୍ଲା ବିଜେପି ଉପ ସଭାପତି ହେଲେ ଅକ୍ଷୟ କୁମାର ପତି

ଭୁବନେଶ୍ବର : ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପିର ନୂତନ ଉପ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅକ୍ଷୟ କୁମାର ପତି। ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ସୁପାରିଶ କ୍ରମେ ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଅକ୍ଷୟ କୁମାର ପତି ହେଉଛନ୍ତି କଟକ କ୍ରିମିନାଲ କୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ।

ଏହାବି ପଢନ୍ତୁ : Congress Mayor Candidate: କିଏ ସେହି କଂଗ୍ରେସର ମେୟର ପ୍ରାର୍ଥିନୀ ? ଜାଣନ୍ତୁ ତାଙ୍କ ଜୀବନୀ

ଏହାସହ ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ବର୍ତ୍ତମାନର ରାଜ୍ୟ ଉପସଭାପତି ଥିବା ଜଣାପଡିଛି । ଉତ୍ତର ଭୁବନେଶ୍ୱରର ବିଶିଷ୍ଟ ଜନସେବୀ ଓ କଟକ ହାଇକୋର୍ଟର ବିଶିଷ୍ଟ ଆଇନଜୀବୀ ହେଉଛନ୍ତି ଅକ୍ଷୟ କୁମାର ପତି । ତେବେ,ଅକ୍ଷୟଙ୍କ ନିଯୁକ୍ତିକୁ ଭୁବନେଶ୍ୱର ଓ କଟକର ଅନେକ ଛାତ୍ର ଓ ଓକିଲ ନେତା ସ୍ୱାଗତ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.