ETV Bharat / city

ବିମାନବନ୍ଦର ଛାତ ଭୁଶୁଡିବାରେ ତ୍ରୁଟି କାହାର? ଚାଲିଛି ତଦନ୍ତ - ଭୁବନେଶ୍ବର ଖବର

ଭୁବନେଶ୍ବର ବିମାନ ବନ୍ଦରର ନିର୍ମାଣାଧିନ ଛାତ କେଉଁ ପରିସ୍ଥିତିରେ ଭୁଶୁଡି ଯାଇଛି ସେନେଇ ଚାଲିଛି ତନାଘନା। ଅଧିକ ଖବର ପଢନ୍ତୁ...

bbsr airport collapsed
ବିମାନବନ୍ଦର ଛାତ ଭୁଶୁଡିବାରେ ତ୍ରୁଟି କାହାର ! ଚାଲିଛି ତଦନ୍ତ
author img

By

Published : Jan 25, 2020, 12:07 PM IST

ଭୁବନେଶ୍ବର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛାତ କିଭଳି ପରିସ୍ଥିତିରେ ଭୁଷୁଡି ପଡିଲା ସେ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ। ଏହି ଏୟାରପୋର୍ଟର 2ନଂ ଟର୍ମିନାଲକୁ ଯୋଡୁଥିବା ଏହି ବ୍ରିଜ କାହାର ଅବହେଳା ପାଇଁ ଭୁଷୁଡିଲା, ତାହାର ଅନୁଧ୍ୟାନ କରାଯାଉଛି।

ଏହି ବ୍ରିଜ ନିର୍ମାଣ ପାଇଁ 83 କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହି ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଦିଲ୍ଲୀପ କନଷ୍ଟ୍ରକସନ ଦ୍ବାରା ଚାଲିଥିଲା। ଜଣାପଡିଛି ଛାତର ସେଣ୍ଟ୍ରିଂରେ ତ୍ରୁଟି ଥିବାରୁ ଏପରି ଅଘଟଣ ଘଟିଯାଇଛି।

ଏ ଘଟଣାର ପୁଙ୍ଖାନୁପୁଙ୍ଖ ଖବର ପାଇଁ ବିମାନବନ୍ଦର ପରିସରରେ ପହଞ୍ଚିଛନ୍ତି ଆମ ସମ୍ବାଦଦାତା। କ'ଣ ରହିଛି ଅପଡେଟ୍ ଆସନ୍ତୁ ଦେଖିବା...

ବିମାନବନ୍ଦର ଛାତ ଭୁଶୁଡିବାରେ ତ୍ରୁଟି କାହାର ! ଚାଲିଛି ତଦନ୍ତ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.