ETV Bharat / city

ଭୁବନେଶ୍ବରରେ ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ, କ୍ୟାପିଟାଲ ହସ୍ପିଟାଲରେ ଯାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର

ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ। ଜଣେ ଯାତ୍ରୀ ଅସୁସ୍ଥ ହେବା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଯାତ୍ରୀଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଧିକ ପଢ଼ନ୍ତୁ

author img

By

Published : Mar 13, 2022, 12:05 PM IST

air asia flight makes emergency landing at bhubaneswar airport
ଭୁବନେଶ୍ବରରେ ଏୟାର ଏସିଆ ବିମାନର ଜାରୁରୀକାଳୀନ ଅବତରଣ

ଭୁବନେଶ୍ବର: ଜରୁରୀକାଳୀନ ଅବତରଣ କଲା ଏୟାର ଏସିଆ ବିମାନ। ଜଣେ ଯାତ୍ରୀ ଅସୁସ୍ଥ ହେବା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଯାତ୍ରୀଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଯାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର

ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ମିଳିଥିବା ସୂଚନା ଅନୁସାରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତୁରନ୍ତ ବିମାନକୁ ଭୁବନେଶ୍ବରରେ ଅବତରଣ କରାଯାଇଥିଲା। ଏଥିସହ ଉକ୍ତ ଯାତ୍ରୀଙ୍କୁ ଏଟିସି, ଏଟିଏମ ଏବଂ ଆପୋଲୋ ଡାକ୍ତରଙ୍କ ସହ ସମନ୍ବୟ ରକ୍ଷା କରି ତାଙ୍କୁ କ୍ୟାପିଟାଲ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଯାତ୍ରୀ ଜଣଙ୍କ ଟି.ଅଲ୍ଲୀ ଖାନ ହୋଇଥିବା ବେଳେ ତାଙ୍କ ବୟସ 32 ବର୍ଷ ବୋଲି ଜଣାପଡିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.