ETV Bharat / city

AICC President Election: ଆଜି ଓଡିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ

author img

By

Published : Oct 13, 2022, 7:28 PM IST

Updated : Oct 14, 2022, 7:13 AM IST

ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ । ଆଜି ଓଡିଶା ଆସିବେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ( Mallikarjun Kharge ) । ନିଜ ପ୍ରଚାର ପାଇଁ ଓଡିଶା ଆସିବେ ଖଡଗେ । ଅଧିକ ପଢନ୍ତୁ

Aicc President Election
ଆସନ୍ତାକାଲି ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡଗେ । ଆଜି ଓଡିଶା ଆସିବେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ (Mallikarjun Kharge) । ନିଜ ପ୍ରଚାର ପାଇଁ ଓଡିଶା ଆସିବେ ଖଡଗେ ।

ଦୀର୍ଘ 22 ବର୍ଷ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି (Aicc President Election)ର ସଭାପତି ନିର୍ବାଚନ ଚଳିତ ମାସରେ ହେଉଛି । ସଭାପତି ପଦ ପାଇଁ କଂଗ୍ରେସର ଦୁଇ ବରିଷ୍ଠ ନେତା ତଥା ସାଂସଦ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ଶଶୀ ଥରୁର (Shashi Tharoor) ନିର୍ବାଚନ ଲଢୁଛନ୍ତି । ନିଜ ନିଜ ସମର୍ଥନ ପାଇଁ ଉଭୟ ନେତା ସମସ୍ତ ରାଜ୍ୟ ଗସ୍ତ କରି ନିଜ ସପକ୍ଷରେ ପ୍ରଦେଶ କଂଗ୍ରେସ କମିଟିର ସମର୍ଥନ ଲୋଡୁଛନ୍ତି ।

ଏହି ପରିପ୍ରେକ୍ଷୀରେ ମଲ୍ଲିକାର୍ଜୁନ ଖଡଗେ ଆଜି (ଶୁକ୍ରବାର) ଓଡିଶା ଆସିବେ । ଭୁବନେଶ୍ବର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରାଜ୍ୟ ନେତାମାନଙ୍କୁ ସାକ୍ଷାତ କରି ନିଜ ସମର୍ଥନରେ ଭୋଟ ମାଗିବେ । ଆସନ୍ତା 17 ତାରିଖରେ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 14, 2022, 7:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.