ETV Bharat / city

ରାଜ୍ୟରେ ଦିନକରେ ପୁଣି 9 ମୁଣ୍ଡ ନେଲା କୋରୋନା - କୋରୋନା ମୃତ୍ୟୁ ଅପଡେଟ

ରାଜ୍ୟରେ କାଳ ସାଜିଛି କୋରୋନା। ଗତ 24 ଘଣ୍ଟାରେ ପୁଣି 9 ଜୀବନ ନେଇଛି ଭୂତାଣୁ । ମୃତ୍ୟୁ ତାଲିକାରେ କଟକରେ ସର୍ବାଧିକ 3 ଜଣ କୋରୋନାରେ ପ୍ରାଣ ହାରିଛନ୍ତି ।

ରାଜ୍ୟରେ ଦିନକରେ ପୁଣି ଗଡିଲା 9 ମୁଣ୍ଡ
ରାଜ୍ୟରେ ଦିନକରେ ପୁଣି 9 ମୁଣ୍ଡ ନେଲା କୋରୋନା
author img

By

Published : Aug 22, 2020, 12:39 PM IST

ଭୁବନେଶ୍ବର: ପୁଣି କୋରୋନା ନେଲା ଜୀବନ । ଗତ 24 ଘଣ୍ଟାରେ ଆଉ 9 ଜଣଙ୍କ ଜୀବନ ନେଇ ମହାମାରୀ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 399ରେ ପହଞ୍ଚିଛି ।

  • Regret to inform of the demise of nine Covid positive patients while under treatment in hospitals.

    1.A 28 year old male of Bolangir district who was also suffering from Diabetess.

    2. A 50 year old male of Cuttack district who was also suffering from Hypertension.

    — H & FW Dept Odisha (@HFWOdisha) August 22, 2020 " class="align-text-top noRightClick twitterSection" data=" ">
  • 8. A 54 year old male of Sundergarh district who was also suffering from Diabetes & Hypertension.

    9.A 60 year old male of Sundergarh district who was also suffering from Diabetes, Dilated Cardiomyopathy & Right pleural effusion.

ମୃତ୍ୟୁ ତାଲିକାରେ କଟକରେ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଜଣେ 50 ବର୍ଷର ପୁରୁଷ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମହିଳା ରହିଛନ୍ତି । ସେମାନଙ୍କ ବୟସ 70 ବର୍ଷ ଓ 51 ବର୍ଷ ହେବ । ସେହିପରି ସୁନ୍ଦରଗଡର 54 ଓ 60 ବର୍ଷର 2 ଜଣ ପୁରୁଷଙ୍କ ପ୍ରାଣ ନେଇଛି କୋରୋନା । ବଲାଙ୍ଗୀରର ଜଣେ 28 ବର୍ଷୀୟ ଯୁବକ, ରାୟଗଡାର 51 ବର୍ଷର ପୁରୁଷ, ମାଲକାନଗିରିର 53 ଓ ଗଞ୍ଜାମର 60 ବର୍ଷର ପୁରୁଷ କୋରୋନାରେ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.