ETV Bharat / city

କମୁନି କୋରୋନା: ଆଜି ପୁଣି ରାଜ୍ୟରୁ 3922 ନୂତନ କୋରୋନା ଚିହ୍ନଟ

author img

By

Published : Sep 27, 2020, 12:46 PM IST

ରାଜ୍ୟରେ କୋରୋନା ସଂକ୍ରମଣରେ ବ୍ରେକ ଲାଗୁନାହିଁ । ଆଜି ପୁଣି ରାଜ୍ୟରୁ ଚିହ୍ନଟ ହେଲେ 3922 ନୂତନ କୋରୋନା ଆକ୍ରାନ୍ତ । ଖୋର୍ଦ୍ଧା ପରେ ଏବେ କଟକରେ ମାଡୁଛି କୋରୋନା ଚେର । ଅଧିକ ପଢନ୍ତୁ...

ଆଜି ପୁଣି ରାଜ୍ୟରୁ 3922 ନୂତନ କୋରୋନା ଚିହ୍ନଟ

ଭୁବନେଶ୍ବର: ଦିନକରେ ରାଜ୍ୟରୁ 3922 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 2309 ଜଣ କ୍ବାରେଣ୍ଟାଇନରେ ରହିଥିଲେ । 1613 ଜଣ ସ୍ଥାନୀୟ ଲୋକେ ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ 818 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ 380 ନୂତନ ସଂକ୍ରମିତ ହୋଇଛନ୍ତି ।

ସେହିପରି ଅନୁଗୋଳ 200, ବାଲେଶ୍ୱରରେ 72, ବରଗଡରେ 154, ଭଦ୍ରକ ରେ 51, ବଲାଙ୍ଗୀରରେ 85, ବୌଦ୍ଧରେ 48, ଦେଓଗଡରେ 8, ଢେଙ୍କାନାଳରେ 76, ଗଜପତିରେ 22, ଗଞ୍ଜାମରେ 39, ଜଗତସିଂହପୁରରେ 123, ଯାଜପୁରରେ 103, କଳାହାଣ୍ଡିରେ 73, କନ୍ଧମାଳରେ 62, କେନ୍ଦ୍ରାପଡାରେ 107, କେନ୍ଦୁଝରରେ 212, କୋରାପୁଟରେ 69, ମାଲକାନଗିରିରେ 69, ମୟୂରଭଞ୍ଜରେ 149, ନବରଙ୍ଗପୁରରେ 40, ନୟାଗଡରେ 48 , ନୂଆପଡାରେ 114, ପୁରୀରେ 184, ରାୟଗଡାରେ 48, ସମ୍ବଲପୁରରେ 117, ସୋନପୁରରେ 25, ସୁନ୍ଦରଗଡରେ 103, ଷ୍ଟେଟପୁଲରେ 214 କୋରୋନା ଚିହ୍ନଟ ହୋଇଛି ।

ଆଜି ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମିଶାରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 209374 ରେ ପହଞ୍ଚିଛି । ସେଥିମଧ୍ୟରୁ 170193 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସକ୍ରିୟ 38331ରହିଛି । ସେହିପରି ରାଜ୍ୟରେ ମୋଟ 3111766 କୋରୋନା ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.