ଭୁବନେଶ୍ବର: ବିଜୟ କୁମାର ସାହୁଙ୍କ କୋରୋନାରେ ଦେହାନ୍ତ । ଓଡିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ କୁମାର ସାହୁଙ୍କର ଗୁରୁବାର କୋରୋନାରେ ପରଲୋକ ଘଟିଛି ।
ଗତ ମାସରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । କୋଭିଡ ଆକ୍ରାନ୍ତ ପରେ ତାଙ୍କୁ କଟକର ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି ।
ତେବେ ଭୁବନେଶ୍ବରରେ ତାଙ୍କର ଏକ ଘରୋଇ ସ୍କୁଲ ମଧ୍ୟ ରହିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଥିଲେ ବିଜୟ ସାହୁ । ସାଇ ସ୍କୁଲର ଲୋକସଂପର୍କ ଅଧିକାରୀ ଶରତ କରଙ୍କ ସୂଚନା ।
-
Deeply saddened to know about the passing away of noted educationist and entrepreneur, Dr. Bijaya Kumar Sahoo. As Advisor of Odisha Adarsha Vidyalaya Sangathan, he had a pioneering role in transforming Govt School education. My condolences to his family, friends & students.
— Naveen Patnaik (@Naveen_Odisha) June 3, 2021 " class="align-text-top noRightClick twitterSection" data="
">Deeply saddened to know about the passing away of noted educationist and entrepreneur, Dr. Bijaya Kumar Sahoo. As Advisor of Odisha Adarsha Vidyalaya Sangathan, he had a pioneering role in transforming Govt School education. My condolences to his family, friends & students.
— Naveen Patnaik (@Naveen_Odisha) June 3, 2021Deeply saddened to know about the passing away of noted educationist and entrepreneur, Dr. Bijaya Kumar Sahoo. As Advisor of Odisha Adarsha Vidyalaya Sangathan, he had a pioneering role in transforming Govt School education. My condolences to his family, friends & students.
— Naveen Patnaik (@Naveen_Odisha) June 3, 2021
ତେବେ ବିଜୟ କୁମାର ସାହୁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ବିଶିଷ୍ଟ ଶିକ୍ଷାବିତ ଏବଂ ଉଦ୍ୟୋଗୀ ଥିଲେ । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ସେ ସରକାରୀ ସ୍କୁଲ ଶିକ୍ଷା ରୂପାନ୍ତରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି କଠିନ ସମୟରେ ମୁଁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
-
Deeply saddened to learn that Odisha Adarsha Vidyalaya Advisor and SAI International School Chairman Shri Bijay Sahoo is no more. Besides being an acclaimed CA, he was a great educationist. Condolences to the bereaved family and prayers for the departed soul to rest in peace. 🙏
— Achyuta Samanta (@achyuta_samanta) June 3, 2021 " class="align-text-top noRightClick twitterSection" data="
">Deeply saddened to learn that Odisha Adarsha Vidyalaya Advisor and SAI International School Chairman Shri Bijay Sahoo is no more. Besides being an acclaimed CA, he was a great educationist. Condolences to the bereaved family and prayers for the departed soul to rest in peace. 🙏
— Achyuta Samanta (@achyuta_samanta) June 3, 2021Deeply saddened to learn that Odisha Adarsha Vidyalaya Advisor and SAI International School Chairman Shri Bijay Sahoo is no more. Besides being an acclaimed CA, he was a great educationist. Condolences to the bereaved family and prayers for the departed soul to rest in peace. 🙏
— Achyuta Samanta (@achyuta_samanta) June 3, 2021
ସେହିପରି ସାଂସଦ ଅଚ୍ୟୁତ ସାମନ୍ତ ଏବଂ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି ।
-
I am deeply saddened by the untimely demise of Shri Bijaya Sahoo, Advisor, Odisha Adarsha Vidyalaya Sangathan & Chairman of SAI International School. Pray god to give strength to the bereaved family to absrob the shock.
— Manas Mangaraj (@manasrmangaraj) June 3, 2021 " class="align-text-top noRightClick twitterSection" data="
">I am deeply saddened by the untimely demise of Shri Bijaya Sahoo, Advisor, Odisha Adarsha Vidyalaya Sangathan & Chairman of SAI International School. Pray god to give strength to the bereaved family to absrob the shock.
— Manas Mangaraj (@manasrmangaraj) June 3, 2021I am deeply saddened by the untimely demise of Shri Bijaya Sahoo, Advisor, Odisha Adarsha Vidyalaya Sangathan & Chairman of SAI International School. Pray god to give strength to the bereaved family to absrob the shock.
— Manas Mangaraj (@manasrmangaraj) June 3, 2021
ବିଶିଷ୍ଟ ଶିକ୍ଷାବିତ ବିଜୟ ସାହୁଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ । ସରକାରୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ତାଙ୍କ ଭୂମିକା ଅତୁଳନୀୟ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ ।
-
ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡା. ବିଜୟ କୁମାର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଭଳି ଏକ ଉଚ୍ଚମାନର ଘରୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନୂଆ ମାର୍ଗ ଦେଖାଇବାରେ ସକ୍ଷମ ହୋଇଥିଲେ ।
— Dharmendra Pradhan (@dpradhanbjp) June 3, 2021
" class="align-text-top noRightClick twitterSection" data="ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ରାଜ୍ୟର ସରକାରୀ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ମଧ୍ୟ ତାଙ୍କର ଭୂମିକା ଥିଲା ଅତୁଳନୀୟ । ଜଣେ ଶିକ୍ଷାବିତ୍ ଭାବରେ ନିଜ ସ୍ୱତନ୍ତ୍ର ଉପସ୍ଥାପନା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେବା ସହ ପ୍ରେରିତ କରୁଥିଲେ ।
— Dharmendra Pradhan (@dpradhanbjp) June 3, 2021ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡା. ବିଜୟ କୁମାର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଭଳି ଏକ ଉଚ୍ଚମାନର ଘରୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନୂଆ ମାର୍ଗ ଦେଖାଇବାରେ ସକ୍ଷମ ହୋଇଥିଲେ ।
— Dharmendra Pradhan (@dpradhanbjp) June 3, 2021
">ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ରାଜ୍ୟର ସରକାରୀ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ମଧ୍ୟ ତାଙ୍କର ଭୂମିକା ଥିଲା ଅତୁଳନୀୟ । ଜଣେ ଶିକ୍ଷାବିତ୍ ଭାବରେ ନିଜ ସ୍ୱତନ୍ତ୍ର ଉପସ୍ଥାପନା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେବା ସହ ପ୍ରେରିତ କରୁଥିଲେ ।
— Dharmendra Pradhan (@dpradhanbjp) June 3, 2021ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡା. ବିଜୟ କୁମାର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରାଜ୍ୟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଭଳି ଏକ ଉଚ୍ଚମାନର ଘରୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନୂଆ ମାର୍ଗ ଦେଖାଇବାରେ ସକ୍ଷମ ହୋଇଥିଲେ ।
— Dharmendra Pradhan (@dpradhanbjp) June 3, 2021ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ରାଜ୍ୟର ସରକାରୀ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ମଧ୍ୟ ତାଙ୍କର ଭୂମିକା ଥିଲା ଅତୁଳନୀୟ । ଜଣେ ଶିକ୍ଷାବିତ୍ ଭାବରେ ନିଜ ସ୍ୱତନ୍ତ୍ର ଉପସ୍ଥାପନା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେବା ସହ ପ୍ରେରିତ କରୁଥିଲେ ।
— Dharmendra Pradhan (@dpradhanbjp) June 3, 2021
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ