ETV Bharat / city

ଓଡିଶାକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ଆଦିତ୍ୟ, ଗାନ୍ଧୀଙ୍କ ବେଶରେ କଲେ ସଚେତନ - Aditya has taken oath to make Odisha liquor free

ଓଡିଶାକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାଶ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 5, 2019, 2:39 PM IST

ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କ ବେଶରେ ଲୋକଙ୍କୁ ନିଶା ମୁକ୍ତ ହେବାର ଦିଆଯାଉଛି ସଚେତନ ବାର୍ତ୍ତା । ଏଭଳି ଏକ ନିଆରା ବିଚାରଧାରାରେ ଲୋକଙ୍କୁ ସଚେତନ କରୁଛନ୍ତି ଭୁବନେଶ୍ବରର ଆଦିତ୍ୟ ଦାଶ । ଗାନ୍ଧୀ ଜୟନ୍ତୀରୁ ସେ ଓଡିଶାର ବିଭିନ୍ନ ରାଜ୍ୟର ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

ରାଜଧାନୀର ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାଶ । ତାଙ୍କ ମତରେ, ଓଡିଶାକୁ ମଦ ମୁକ୍ତ କରିବାକୁ ହେଲେ ପ୍ରଥମେ ଗାଁ ଲୋକ ସଚେତନ ହେବା ଆବଶ୍ୟକ । ଏଥିପାଇଁ ସେ ଗାନ୍ଧୀଙ୍କ ବେଶରେ ଗାଁ ଗାଁ ବୁଲି ଲୋକଙ୍କୁ ମଦ ପାନ ସହ ମଦ ବିକ୍ରି ବନ୍ଦ କରିବା ପାଇଁ ସଚେତନ କରୁଛନ୍ତି । ସ୍କୁଲ ପିଲାଙ୍କୁ ଗୀତ ମାଧ୍ୟମରେ ମଦରୁ ଦୂରେଇ ରହିବାକୁ ସଚେତନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାଯୋଗ୍ୟ, ଗତ କିଛି ମାସ ପୂର୍ବରୁ ଆଦିତ୍ୟ ମଦ ବିକ୍ରିକୁ ବିରୋଧ କରି ଆମରଣ ଅନଶନରେ ରାଜଧାନୀର ରାଜରାସ୍ତାରେ ବସିଥିଲେ । ପରେ ସରକାରଙ୍କ ପକ୍ଷରୁ ମଦ ବିକ୍ରି ଉପରେ ରୋକ ଲଗାଇବାକୁ ପ୍ରତିଶ୍ରୁତି ମିଳିବା ପରେ ସେ ଧାରଣାରୁ ଓହରିଥିଲେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଗାନ୍ଧୀ ଭେଷ ରେ ଗାଁ ଗାଁ ବୁଲି ଲୋକଙ୍କୁ ମଦ ମୁକ୍ତ ଗାଁ ଗଢିବା ଲୋକ ଙ୍କୁ ସଚେତନତା କାରାଉଛନ୍ତି ଭୁବନେଶ୍ୱର ର ଆଦିତ୍ୟ ଦାଶ।

ଏଭଳି କିଛି ନିଆରା ବିଚାରଧାରା ଗାନ୍ଧିଜୟନ୍ତୀ ରୁ ବାହାରି ଆଜି ଓଡ଼ିଶାର ଗାଁ ଗାଁ ବୁଲିବାର ଦେଖିବା କୁ ମିଳୁଛି । ଏକ ମଦ ମୁକ୍ତ ଓଡ଼ିଶା ଗଢିବା ପାଇଁ ପ୍ରଥମେ ଗାଁ ଗାଁ ବୁଲି ଲୋକ ଙ୍କୁ ସଚେତନ କରିବା ଦରକାର । ସେଥିପାଇଁ ରାଜଧାନୀ ର ପିପୁଲ ଫର ସେବା ର ପ୍ରତିଷ୍ଠାତା ଆଦିତ୍ୟ ଦାଶ ନିଜର ଆଣ୍ଟା ଭିଡିଛନ୍ତି। ଆଉ ଗାନ୍ଧୀ ଭେଷ ରେ ଗାଁ ଗାଁ ବୁଲି ଲୋକଙ୍କୁ ମଦ ପାନ ସହ ମଦ ବିକ୍ରି ବନ୍ଦ କରିବା ପାଇଁ ସଚେତନ କାରାଉଛନ୍ତି। ସ୍କୁଲ ପିଲା ମାନକୁ ଗୀତ ମାଧ୍ୟମରେ ମଦ ରୁ ଦୂର ରହିବା ପାଇଁ ବର୍ତା ବାଣ୍ଟୁଛନ୍ତି। ଏଠି ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବ ରୁ ଆଦିତ୍ୟ ମାଦ ବିକୀ କୁ ବିରେଧ କରି ଆରରଣ ଅନଶନ ରେ ରାଜଧାନୀ ର ରାଜ ରାସ୍ତା ରେ ବିନା ଖାଦ୍ୟ ପେୟ ଧାରଣା ରେ ବସିଥିଲେ। ପରେ ସରକାର ଙ୍କ ପ୍ରତିଶୃତି ରେ ଦେବା ପରେ ଧାରଣା ରୁ ଓହରି ଥିଲେ।Body:ଗାନ୍ଧୀ ଭେଷ ରେ ଗାଁ ଗାଁ ବୁଲି ଲୋକଙ୍କୁ ମଦ ମୁକ୍ତ ଗାଁ ଗଢିବା ଲୋକ ଙ୍କୁ ସଚେତନତା କାରାଉଛନ୍ତି ଭୁବନେଶ୍ୱର ର ଆଦିତ୍ୟ ଦାଶ।

ଏଭଳି କିଛି ନିଆରା ବିଚାରଧାରା ଗାନ୍ଧିଜୟନ୍ତୀ ରୁ ବାହାରି ଆଜି ଓଡ଼ିଶାର ଗାଁ ଗାଁ ବୁଲିବାର ଦେଖିବା କୁ ମିଳୁଛି । ଏକ ମଦ ମୁକ୍ତ ଓଡ଼ିଶା ଗଢିବା ପାଇଁ ପ୍ରଥମେ ଗାଁ ଗାଁ ବୁଲି ଲୋକ ଙ୍କୁ ସଚେତନ କରିବା ଦରକାର । ସେଥିପାଇଁ ରାଜଧାନୀ ର ପିପୁଲ ଫର ସେବା ର ପ୍ରତିଷ୍ଠାତା ଆଦିତ୍ୟ ଦାଶ ନିଜର ଆଣ୍ଟା ଭିଡିଛନ୍ତି। ଆଉ ଗାନ୍ଧୀ ଭେଷ ରେ ଗାଁ ଗାଁ ବୁଲି ଲୋକଙ୍କୁ ମଦ ପାନ ସହ ମଦ ବିକ୍ରି ବନ୍ଦ କରିବା ପାଇଁ ସଚେତନ କାରାଉଛନ୍ତି। ସ୍କୁଲ ପିଲା ମାନକୁ ଗୀତ ମାଧ୍ୟମରେ ମଦ ରୁ ଦୂର ରହିବା ପାଇଁ ବର୍ତା ବାଣ୍ଟୁଛନ୍ତି। ଏଠି ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବ ରୁ ଆଦିତ୍ୟ ମାଦ ବିକୀ କୁ ବିରେଧ କରି ଆରରଣ ଅନଶନ ରେ ରାଜଧାନୀ ର ରାଜ ରାସ୍ତା ରେ ବିନା ଖାଦ୍ୟ ପେୟ ଧାରଣା ରେ ବସିଥିଲେ। ପରେ ସରକାର ଙ୍କ ପ୍ରତିଶୃତି ରେ ଦେବା ପରେ ଧାରଣା ରୁ ଓହରି ଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.