ETV Bharat / city

ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ - ଲାଏ ଡିଟେକ୍ସନ ଟେଷ୍ଟ

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ ପ୍ରକ୍ରିୟା । ଏନେଇ ପତ୍ନୀ ବିଦ୍ୟାଶ୍ରୀଙ୍କୁ ନେଇ ଟେଷ୍ଟ ଆରମ୍ଭ । ପଚରା ଉଚୁରା ପାଇଁ ସ୍ବତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ ।

aditya das death mystery, aditya das death mystery update, bidyashree's lie detectiion test, lie detection test, bhubaneswar latest news, ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆଦିତ୍ୟ ଦାସ ମୃତ୍ୟୁ ମାମଲା ଅପଡେଟ, ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ, ଲାଏ ଡିଟେକ୍ସନ ଟେଷ୍ଟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ
author img

By

Published : Aug 27, 2020, 2:28 PM IST

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ ପ୍ରକ୍ରିୟା । ଏନେଇ ପତ୍ନୀ ବିଦ୍ୟାଶ୍ରୀଙ୍କୁ ନେଇ ଟେଷ୍ଟ ଆରମ୍ଭ । ପଚରା ଉଚୁରା ପାଇଁ ସ୍ବତନ୍ତ୍ର ପ୍ରଶ୍ନ ହୋଇଛି ପ୍ରସ୍ତୁତ ।

ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ

ସୂଚନା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ପ୍ରଶ୍ନର ଉତ୍ତର ଦେବା ସମୟରେ ତାଙ୍କର ଗତିବିଧି, ଆଚରଣ ଓ ପଲ୍ସ ରେଟ ଉପରେ ରହିବ ନଜର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.