ETV Bharat / city

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପପୁ, ବିକାଶ ଓ ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ

author img

By

Published : Aug 28, 2020, 12:19 PM IST

ରୋଚକ ମୋଡ ନେବାରେ ଲାଗିଛି ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଶୁକ୍ରବାର ପପୁ, ବିକାଶ ଓ ଦୀପକର ଆରମ୍ଭ ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ ।

aditya das death case, lie detectiion test, aditya das death mystery, bhubaneswar latest news, aditya das death update, ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଲାଏ ଡିଟେକ୍ସନ ଟେଷ୍ଟ, ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଆଦିତ୍ୟ ଦାସ ମୃତ୍ୟୁ ଅପଡେଟ
ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପପୁ, ବିକାଶ, ଦୀପକଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ବର: ରୋଚକ ମୋଡ ନେବାରେ ଲାଗିଛି ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେନେଇ ଚାଲିଛି ତନାଘନା । ଏନେଇ ଗୁରୁବାର ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଥିଲା । ପ୍ରଥମେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ନେଇ ଏହି ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ପପୁ, ବିକାଶ ଓ ଦୀପକର ଆରମ୍ଭ ହୋଇଛି ଟେଷ୍ଟ । ପିପୁଲ୍ସ ଫର୍‌ ସେବାର ଏହି ତିନି ଜଣ ସଦସ୍ୟ ରହିଥିବା ବେଳେ ସମସ୍ତେ ଟେଷ୍ଟ ପାଇଁ ପହଞ୍ଚି ସାରିବା ପରେ ଟେଷ୍ଟ ଆରମ୍ଭ ହୋଇଥିବା ଜଣା ପଡିଛି ।

ସୂଚନା ମୁତାବକ ଷ୍ଟେଲ ଫରେନସିକ ଲ୍ୟାବରେ ଏହି ଟେଷ୍ଟ ହେବ । ସେପଟେ ଲାଏ ଡିଟେକ୍ସନ ଟେଷ୍ଟରେ ଗୁରୁବାର ପତ୍ନୀ ବିଦ୍ୟାଶ୍ରୀଙ୍କ ହାଜର କରାଯାଇଥିବା ବେଳେ ତାଙ୍କ ପାଇଁ ସ୍ବତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ଏଥିରେ ତାଙ୍କର ଗତିବିଧି ଓ ପଲ୍ସ ରେଟ ଉପରେ ନଜର ରଖାଯିବା ନେଇ କୁହାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.