ETV Bharat / city

ଅଭିନେତା ସବ୍ୟଙ୍କ 'ବକୁଳ ବନ' ସଫେଇ ଅଭିଯାନ

ହସିବ ଐତିହାସିକ ବକୁଳ ବନ। ଅନାବନା ଗଛଲତାରେ ପରିପୂର୍ଣ୍ଣ ମଣିଷ ତିଆରି କାରଖାନା କୁହାଯାଉଥିବା ବକୁଳ ବନକୁ ପରିସ୍କାର କରି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jan 20, 2021, 10:59 PM IST

Updated : Jan 21, 2021, 7:03 PM IST

Actor Sabyasachi Bakula Bana
ଅଭିନେତା ସବ୍ୟଙ୍କ 'ବକୁଳ ବନ' ସଫେଇ ଅଭିଯାନ

ଭୁବନେଶ୍ବର: ପରିସ୍କୃତ ହେବ ଆମ ଓଡ଼ିଆ ଜାତିର ଐତିହାସିକ ପରିଚୟ ଓ ମଣିଷ ତିଆରି କାରଖାନା 'ବକୁଳ ବନ' । ଏହାକୁ ସଫେଇ କରିବେ ଅଭିନେତା ସବ୍ୟସାଚୀ ମିଶ୍ର । ପବିତ୍ର ପୀଠ ଅପରିଷ୍କୃତ ହୋଇ ପଡ଼ିରହିଛି, ବାରମ୍ବାର ବାତ୍ୟାରେ ଅନେକ ଗଛ ମଧ୍ୟ ଭାଙ୍ଗିଯାଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସବ୍ୟସାଚୀ। ଏନେଇ ସଫେଇ ଅଭିଯାନ ପାଇଁ ନିଜ ଫେସବୁକ ମାଧ୍ୟମରେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଅଭିନେତା ସବ୍ୟଙ୍କ 'ବକୁଳ ବନ' ସଫେଇ ଅଭିଯାନ

ସବ୍ୟସାଚୀ ସୋସିଆଲ୍ ମିଡିଆରେ କହିଛନ୍ତି ଯେ 'ବକୁଳ ବନ' ଆମ ଓଡ଼ିଆ ଜାତିର ଐତିହାସିକ ପରିଚୟ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପଞ୍ଚସଖାଙ୍କ ମଣିଷ ତିଆରି କାରଖାନା ଥିଲା ବକୁଳ ବନ, ଯାହା ଥିଲା ମଣିଷ ଓ ପ୍ରକୃତିକୁ ଯୋଡିବାର ସ୍ଥଳ। ହେଲେ ଆଜି ସେହି ପବିତ୍ରପୀଠ ଅପରିଷ୍କୃତ ହୋଇ ପଡ଼ିରହିଛି, ବାରମ୍ବାର ବାତ୍ୟାରେ ଅନେକ ଗଛ ମଧ୍ୟ ଭାଙ୍ଗିଯାଇଛି। ଆସନ୍ତୁ ଆମେ ସମସ୍ତେ ମିଶି ବକୁଳ ବନକୁ ପୁଣି ଥରେ ସୁନ୍ଦର କରିବା ଓ ଜାତୀୟ ସ୍ମୃତିକୁ ପୁନର୍ଜୀବିତ କରିବା । ତେଣୁ ଆସନ୍ତୁ ଆଉ ମୋ ସହ ସାମିଲ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି। ଏଥିପାଇଁ ସେ କହିଛନ୍ତି ଆସନ୍ତା ୨୨ ତାରିଖ ଅପରାହ୍ନ ୪ ଟା ରେ ମୁଁ ନିଜେ ବକୁଳ ବନରେ ବୃକ୍ଷ ରୋପଣ ପାଇଁ ଯିବି। ହେଲେ ତା ପୂର୍ବରୁ ଉକ୍ତ ସ୍ଥାନକୁ ସଫା ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ଯୁବପିଢୀଙ୍କୁ ଆନ୍ତରିକ ଅନୁରୋଧ କରିବି ଆସନ୍ତୁ । ୨୧ ତାରିଖ ଠାରୁ ଶ୍ରମଦାନ କରି ବକୁଳ ବନକୁ ସବୁଜ ସୁନ୍ଦର କରିବା। ଖାଲି ସେତିକି ନୁହେଁ କୋଭିଡ ଜନିତ ସତର୍କତା ମାନି ମାସ୍କ ବାନ୍ଧି ଓ ପରସ୍ପର ଠାରୁ ଦୂରତା ରଖି ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିବା । ସାକ୍ଷୀଗୋପାଳ ଓ ଆଖପାଖ ଅଞ୍ଚଳର ଯୁବକ, ଯୁବତୀ, ସ୍ବେଛାସେବୀଙ୍କୁ ଦାୟିତ୍ଵ ଦିଆଯାଇଛି ଆଶା ଆମେ ସଫଳ ହେବା ବୋଲି କହିଛନ୍ତି।

ଅଭିନେତା ସବ୍ୟଙ୍କ  'ବକୁଳ ବନ' ସଫେଇ ଅଭିଯାନ
ଅଭିନେତା ସବ୍ୟଙ୍କ 'ବକୁଳ ବନ' ସଫେଇ ଅଭିଯାନ
ଅଭିନେତା ସବ୍ୟଙ୍କ  'ବକୁଳ ବନ' ସଫେଇ ଅଭିଯାନ
ଅଭିନେତା ସବ୍ୟଙ୍କ 'ବକୁଳ ବନ' ସଫେଇ ଅଭିଯାନ

ନିଜର ଫେସବୁକ ମାଧ୍ୟମରେ ଅନୁରୋଧ କରିଛନ୍ତି। ସବ୍ୟସାଚୀ ସୋସିଆଲ୍ ମିଡିଆରେ କହିଛନ୍ତି ଯେ 'ବକୁଳ ବନ' ଆମ ଓଡ଼ିଆ ଜାତିର ଐତିହାସିକ ପରିଚୟ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପଞ୍ଚସଖାଙ୍କ ମଣିଷ ତିଆରି କାରଖାନା ଥିଲା ବକୁଳ ବନ। ଯାହା ଥିଲା ମଣିଷ ଓ ପ୍ରକୃତିକୁ ଯୋଡିବାର ସ୍ଥଳ। ହେଲେ ଆଜି ସେହି ପବିତ୍ର ପୀଠ ଅପରିଷ୍କୃତ ହୋଇ ପଡ଼ିରହିଛି, ବାରମ୍ବାର ବାତ୍ୟାରେ ଅନେକ ଗଛ ମଧ୍ୟ ଭାଙ୍ଗିଯାଇଛି। ଆସନ୍ତୁ ଆମେ ସମସ୍ତେ ମିଶି ବକୁଳ ବନକୁ ପୁଣିଥରେ ସୁନ୍ଦର କରିବା ଓ ଜାତୀୟ ସ୍ମୃତିକୁ ପୁନର୍ଜୀବିତ କରିବା ।

ଅଭିନେତା ସବ୍ୟଙ୍କ  'ବକୁଳ ବନ' ସଫେଇ ଅଭିଯାନ
ଅଭିନେତା ସବ୍ୟଙ୍କ 'ବକୁଳ ବନ' ସଫେଇ ଅଭିଯାନ

ଭୁବନେଶ୍ବରରୁ ଦେବସ୍ମିତା ଦାସ,ଇଟିଭି ଭାରତ

Last Updated : Jan 21, 2021, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.