ETV Bharat / city

ACF ସୋମ୍ୟରଞ୍ଜନ ମୃତ୍ୟ: ହତ୍ୟା ନୁହେଁ କି ଆତ୍ମହତ୍ୟା ନୁହେଁ

ଏସିଏଫ ମୃତ୍ୟୁ ଘଟଣାରେ ନଥିଲା ସୁଇସାଇଡାଲ ଟେଣ୍ଡେନ୍ସି । ଅର୍ଥାତ ଆତ୍ମହତ୍ୟା କରିବାକୁ ଚାହୁଁନଥିଲେ ଏସିଏଫ। ମନସ୍ତତ୍ତ୍ବବିତଙ୍କ ମତ ଅନୁସାରେ କ୍ରାଇମବ୍ରାଞ୍ଚ କରିଥିବା ତଦନ୍ତରୁ ମିଳିଥିଲା ସୁରାକ। ଅଧିକ ପଢନ୍ତୁ...

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟ: ହତ୍ୟା ନୁହେଁ କି ଆତ୍ମହତ୍ୟା ନୁହେଁ

author img

By

Published : Oct 9, 2021, 5:08 PM IST

ଭୁବନେଶ୍ବର: ସୁଇସାଇଡାଲ ଟେଣ୍ଡେନ୍ସି ନଥିଲା ଏସିଏଫ ମୃତ୍ୟୁ ଘଟଣାରେ। ଅର୍ଥାତ ଆତ୍ମହତ୍ୟା କରିବାକୁ ଚାହୁଁନଥିଲେ ଏସିଏଫ। ମନସ୍ତତ୍ତ୍ବବିତଙ୍କ ମତ ଅନୁସାରେ କ୍ରାଇମବ୍ରାଞ୍ଚ କରିଥିବା ତଦନ୍ତରୁ ମିଳିଥିଲା ସୁରାକ। ଅର୍ଥାତ ସୋମ୍ୟରଞ୍ଜନ ବୈବାହିକ ସମ୍ପର୍କ ପ୍ରତି ଆଗ୍ରହ ଥିଲେ ହେଲେ ବିଦ୍ୟାଭାରତୀ ଏଥିପ୍ରତି ଆଗ୍ରହ ନଥିଲେ କି ଖୁସି ବି ନଥିଲେ। ସୋମ୍ୟଙ୍କ ଡାଏରୀ ଓ କେସର ତଦନ୍ତ ବେଳେ ମନସ୍ତତ୍ତ୍ବବିତ ଦେଇଥିବା କ୍ରାଇମବ୍ରାଞ୍ଚକୁ ରିପୋର୍ଟ ଅନୁସାରେ ଏମିତି କିଛି ରହସ୍ୟ ମିଳିଥିଲା କ୍ରାଇମବ୍ରାଞ୍ଚକୁ।

ACF ସୋମ୍ୟରଞ୍ଜନ ମୃତ୍ୟ: ହତ୍ୟା ନୁହେଁ କି ଆତ୍ମହତ୍ୟା ନୁହେଁ

ଏପରିକି ରାତିରେ ଡିଏଫଓ ଜାଣିଶୁଣି ସୋମ୍ୟଙ୍କୁ ରାତି ଡ୍ୟୁଟି ଦେଉଥିଲେ ତାହା ମିଛ। କାରଣ ବିବାହ ପର ଠୁ ଜାନୁଆରୀ ମାସରୁ ମୃତ୍ୟୁ ପର୍ଯ୍ୟନ୍ତ କେବେବି ରାତି ଡ୍ୟୁଟିରେ ନଥିଲେ ସୋମ୍ୟରଞ୍ଜନ। ଯାହା ଡ୍ୟୁଟି ରେକର୍ଡରୁ ଜଣାପଡିଛି । ଏପରିକି ସେହି ସମୟରେ ସୋମ୍ୟ ଓ ବିଦ୍ୟାଭାରତୀ ଦୁଇଜଣଙ୍କ ଲୋକେସନ ସମାନ ଥିଲା । ଅର୍ଥାତ ଉଭୟ ଦମ୍ପତି ଏକାଠି କ୍ବାର୍ଟରରେ ରହୁଥିଲେ। ତେବେ ନିଆଁ ଲାଗିବା ପୁର୍ବରୁ ଝଗଡା ହୋଇଥିଲା ଘଟଣା ଯାହା ବିଦ୍ୟାଭାରତୀ ପୋଲିସକୁ କହିଥିଲେ ତାହା ମିଛ ଥିଲା। ଅର୍ଥାତ ତଦନ୍ତ ବେଳେ ଉଭୟଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଥିଲା।

ତେବେ ସୋମ୍ୟଙ୍କ ଶରୀରରେ ନିଆଁ ଲାଗିବା ପରେ ପାଣି ଆଣି ଲିଭାଇବାକୁ ଉଦ୍ୟମ ପାଇଁ ଯିବାବେଳେ ବିଦ୍ୟାଭାରତୀଙ୍କ ଗୋଡ ଖସିଯିବା ଘଟଣା ମଧ୍ୟ ମିଛ ଥିଲା ଯାହା ଲାଇଡିଟେକ୍ସନ ରିପୋର୍ଟରେ ଧରାପଡିଥିଲା ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟରେ ଜଣାଇଛି। ଏପରିକି ତାଙ୍କ ଶରୀରରେ ନିଆଁର‌ ଜ୍ବାଳା ଥାଇ କିପରି ଏତେ ସମୟ ବଞ୍ଚି ରହିଲେ ଡାକ୍ତରଖାନା ଯିବା ପର୍ଯନ୍ତ ତାହା ଟେଷ୍ଟ କରିବା ପାଇଁ ତାଙ୍କ ରକ୍ତପରୀକ୍ଷା କରାଯାଇଥିଲା। କାରଣ କ୍ରାଇମବ୍ରାଞ୍ଚ ସନ୍ଦେହ କରୁଥିଲା ଯଦି କେହି ନିଶା ଦେଇଥିବେ ସୋମ୍ୟଙ୍କୁ କିନ୍ତୁ ରିପୋର୍ଟରେ ସେଭଳି କିଛି ଆସିନଥିଲା। ଅର୍ଥାତ ପିଏମ ରିପୋର୍ଟରେ ଶରୀରରେ ଇନଟକ୍ସିସେନ ନଥିବା ଜଣାପଡିଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.