ETV Bharat / city

ଧରାପଡିଲା ରାଜଧାନୀର ଯୌନ ପିପାସୁ

ରାସ୍ତାରେ ଅସଦାଚରଣ କରି ଗିରଫ ହେଲା ଯୌନ ପିପାସୁ । ଗିରଫ କରିଛି କମିଶନରେଟ ପୋଲିସ।

author img

By

Published : Aug 30, 2019, 11:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାସ୍ତାରେ ଅସଦାଚରଣ କରି ଗିରଫ ହେଲା ଯୌନ ପିପାସୁ । ଗିରଫ କରିଛି କମିଶନରେଟ ପୋଲିସ। ଲକ୍ଷ୍ମୀସାଗର ଅଞ୍ଚଳରେ ନାବାଳିକାଙ୍କୁ ରାସ୍ତା ଉପରେ ଅସଦାଚରଣ କରୁଥିବା ବେଳେ ଦୃଶ୍ୟ କଏଦ କରିଥିଲା ସିସିଟିଭି । ଏନେଇ ସିସିଟିଭିରେ ଧରା ପଡିବା ପରେ ପୋଲିସ ଖୋଳତାଡ କରିଥିଲା ।

accussed, arrested, sexually abuse, bhubaneswar, ଭୁବନେଶ୍ବର, ଅସଦାଚରଣ, ଯୌନ ପିପାସୁ, ଗିରଫ, commissionarate police, କମିଶନରେଟ ପୋଲିସ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଗିରଫ ପରେ ଅଭିଯୁକ୍ତର ପରିଚୟକୁ ଗୋପନ ରଖିଛି ପୋଲିସ । ଏଥିସହ ଶନିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଟ୍ବିଟ ଜରିଆରେ ସୂଚନା ଦେଇଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଗିରଫ ହେଲା ଯୌନ ପିପାସୁ,ରାସ୍ତାରେ କରୁଥିଲା ଅସଦାତରଣBody:ଶେଷରେ ଯୌନ ପିପାସୁକୁ ଗିରଫ କରିଛି କମିସନରେଟ ପୋଲିସ।ଲକ୍ଷ୍ମିସାଗର ଅଂଚଳରେ ଝିଅମାନଙ୍କୁ ରାସ୍ତା ଉପରେ ଅସଦାଚରଣ କରୁଥିଲା। ଏନେଇ ସିସିଟିଭିରେ ଧରାପଡିବା ପରେ ପୋଲିସ ଖୋଳତାଡ କରିଥିଲା। ତେବେ ଗିରଫ ପରେ ତାର ପରିଚୟ ଗୋପନ ରଖିଛି ପୋଲିସ। ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଟ୍ଟିଟ ଜରିଆରେ କମିସନରେଟ ପୋଲିସ ପକ୍ଷରୁ ସୁଚନା ମିଳିଛିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.