ETV Bharat / city

ବିଏମସି ଗାଡି ଧକ୍କାରେ ମେଡିସିନ କମ୍ପାନୀ ଏରିଆ ମ୍ୟାନେଜର ମୃତ

ରାଜଧାନୀରେ ଅଘଟଣ । ବିଏମସି ଅଳିଆ ବୋଝେଇ ଟ୍ରକ ଧକ୍କାରେ ଇଣ୍ଡୋକୋ ମେଡିସିନର ଏରିଆ ମ୍ୟାନେଜର ମୃତ । ଏଭଳି ଘଟଣା ଘଟିଛି ଇନଫୋସିଟି ଥାନା ଅଧୀନସ୍ଥ ମାଗ୍ନେଟ ଛକରେ । ଅଧିକ ପଢନ୍ତୁ...

ବିଏମସି ଗାଡି ଧକ୍କାରେ ମେଡିସିନ କମ୍ପାନୀ ଏରିଆ ମ୍ୟାନେଜର ମୃତ
ବିଏମସି ଗାଡି ଧକ୍କାରେ ମେଡିସିନ କମ୍ପାନୀ ଏରିଆ ମ୍ୟାନେଜର ମୃତ
author img

By

Published : Jun 12, 2020, 12:38 PM IST

Updated : Jun 12, 2020, 1:10 PM IST

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ବିଏମସି ଅଳିଆ ବୋଝେଇ ଟ୍ରକ ଧକ୍କାରେ ଇଣ୍ଡୋକୋ ମେଡିସିନର ଏରିଆ ମ୍ୟାନେଜର ମୃତ । ଏଭଳି ଘଟଣା ଘଟିଛି ଇନଫୋସିଟି ଥାନା ଅଧୀନସ୍ଥ ମାଗ୍ନେଟ ଛକରେ । ଏରିଆ ମ୍ୟାନେଜରଙ୍କ ନାମ ବିଶ୍ବଜିତ ସ୍ବାଇଁ ହୋଇଥିବା ବେଳେ ସେ ଜୟଦେବ ବିହାରରୁ ନନ୍ଦନକାନନ ଅଭିମୁଖେ ଯାଉଥିଲେ । କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଏମସି ଗାଡି ଧକ୍କାରେ ମେଡିସିନ କମ୍ପାନୀ ଏରିଆ ମ୍ୟାନେଜର ମୃତ
ବିଏମସି ଗାଡି ଧକ୍କାରେ ମେଡିସିନ କମ୍ପାନୀ ଏରିଆ ମ୍ୟାନେଜର ମୃତ
ବିଏମସି ଗାଡି ଧକ୍କାରେ ମେଡିସିନ କମ୍ପାନୀ ଏରିଆ ମ୍ୟାନେଜର ମୃତ
ବିଏମସି ଗାଡି ଧକ୍କାରେ ମେଡିସିନ କମ୍ପାନୀ ଏରିଆ ମ୍ୟାନେଜର ମୃତ

ସୂଚନାଯୋଗ୍ୟ, ଇଣ୍ଡୋକୋ ମେଡିସିନର ଭୁବନେଶ୍ବର ଏରିଆ ମ୍ୟାନେଜର ବିଶ୍ବଜିତ ସ୍ବାଇଁ ନିଜ ବାଇକ(ଗାଡିନଂ-OR01R 2022)ରେ ଜୟଦେବ ବିହାରରୁ ନନ୍ଦନକାନନ ଅଭିମୁଖେ ଯାଉଥିଲେ । ମାଗ୍ନେଟ ଛକରେ ବିଏମସିର ଏକ ଡମ୍ଫର(ଗାଡି ନଂ-OR04M0533) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିଶ୍ବଜିତଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଇନଫୋସିଟି ଥାନା ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଗାଡିର ଫିଟନେସ ତଥା ଗାଡିର ପରମିଟ ଓ ଅନ୍ୟାନ୍ୟ କାଗଜପତ୍ର ସଠିକ ଥିଲା କି ନାହିଁ ତଥା କେଉଁ କାରଣରୁ ଦୁର୍ଘଟଣା ହୋଇଛି ସେ ସଂପର୍କରେ କମିଶନରେଟ ପୋଲିସ ଯାଞ୍ଚ କରୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 12, 2020, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.