ETV Bharat / city

ରାଜଧାନୀର ହରର ସ୍ପଟ ହାଇୱେ

ରାଜଧାନୀରେ ହାଇୱେ ସ୍ପଟ ହେଉଛି ଭୟଙ୍କର । କାରଣ ସୋମବାର ସକାଳେ ଏହି ହାଇୱେରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସନ୍ଧ୍ୟାରେ ଅନ୍ୟ ଏକ ଦୁର୍ଘଟଣାରେ ୨ ଗୁରୁତର ହୋଇଥିବା ଜଣାପଡିଛି ।

author img

By

Published : May 27, 2019, 11:31 PM IST

Updated : May 28, 2019, 12:47 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ହାଇୱେ ସ୍ପଟ ହେଉଛି ଭୟଙ୍କର । କାରଣ ସୋମବାର ସକାଳେ ଏହି ହାଇୱେରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସନ୍ଧ୍ୟାରେ ଅନ୍ୟ ଏକ ଦୁର୍ଘଟଣାରେ ୨ ଗୁରୁତର ହୋଇଥିବା ଜଣାପଡିଛି । ରାତି ପାହିଲେ ଆସୁଛି ଦୁର୍ଘଟଣାର ଖବର । ସୋମବାର ସକାଳେ ଜୟଦେବ ବିହାର ଓଭରବ୍ରିଜ ତଳେ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣ ହରାଇଥିବାବେଳେ ସନ୍ଧ୍ୟାରେ ପୁଣି ଘଟିଛି ଅଘଟଣ । ସିଆରପି ଛକ ଓଭରବ୍ରିଜ ଉପରେ ଏକ ଟ୍ରକକୁ ଓଭର ଟେକ କରିବାବେଳେ ସ୍କୁଟିକୁ ପଛପଟୁ ଧକ୍କା ଦେଇଛି ବାଲେନୋ କାର ।

କାର ଚାଳକ ସାମାନ୍ୟ ଆହତ ହୋଇଥିବାବେଳେ ସ୍କୁଟି ଚାଳକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ଓ ପଛରେ ବସିଥିବା ଯୁବକଙ୍କ ହାତ ଭାଙ୍ଗିବା ସହ ସେ ଗୁରୁତର ଆହତ ହୋଇଛନ୍ତି । ଏନେଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ହସପିଟାଲ ପଠାଯାଇଥିବା ଜଣାପଡିଛି । ତେବେ ଗୋଟିଏ ଦିନରେ ଏଭଳି ଦୁଇଟି ଦୁର୍ଘଟଣା କମିଶନରେଟ ପୋଲିସକୁ ଚିନ୍ତାରେ ପକାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ରାଜଧାନୀରେ ହାଇୱେ ହରର,
ସକାଳେ ୨ମୃତ ସନ୍ଧାରେ ୨ ଗୁରୁତର
ଦୁର୍ଘଟଣା ଦିନ। ରାଜଧାନୀର ବଡ ଦୁର୍ଦିନ।ରାତି ପାହିଲେ ଦୁର୍ଘଟଣା ଖବର। ଆଜି ସକାଳେ ଜୟଦେବ ବିହାର ଓଭରବ୍ରିଜ ତଳେ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣ ଯାଇଥିବେ ସଂନ୍ଧାରେ ପୁଣି ଘଟିଛି ଅଘଟଣ। ସିଆରପି ଛକ ଓଭରବ୍ରିଜ ଉପରେ ଏକ ଟ୍ରକକୁ ସାଇଟମାରିବା ବେଳେ ସ୍କୁଟିକୁ ପଛପଟୁ ଧକ୍କା ଦେଇଛି ବାଲେନୋ କାର। କାର ଚାଳକ ସାମାନ୍ଯ ଆହାତ ହୋଇଥିବା ବେଳେ ସ୍କୁଟି ଚାଳକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ଓ ପଛରେ ବସିଥିବା ଯୁବକ ହାତ ଭାଙ୍ଗି ଗୁରୁତର ହୋଇଛନ୍ତି। ଏନେଇ ତୁରନ୍ତ ଆମ୍ବୁଲାନସ ଯୋଗେ ହସପିଟାଲ ପଠାଯାଇଛି । ତେବେ ଏନେଇ ଏବେ କମିସନରେଟ ପୋଲିସ ଚିନ୍ତାରେ ପଡିଛି।
Last Updated : May 28, 2019, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.