ETV Bharat / city

ଦୁଇ ଦିନିଆ ଗସ୍ତରେ AAP ଓଡ଼ିଶା ପ୍ରଭାରୀ ସଞ୍ଜୟ ସିଂ - ଆପ୍

ଦୁନ ଦିନିଆ ଓଡିଶା ଗସ୍ତରେ ଆମ ଆଦମି ପାର୍ଟିର ଓଡିଶା ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଆଜି ଦଳୀୟ କର୍ମକର୍ତ୍ତାଙ୍କ ସହିତ ଏକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ଏବଂ ରାଷ୍ଟ୍ରୀୟ ମୁଦ୍ଦା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଦୁଇ ଦିନିଆ ଗସ୍ତରେ AAP ଓଡ଼ିଶା ପ୍ରଭାରୀ ସଞ୍ଜୟ ସିଂ

author img

By

Published : Oct 27, 2021, 12:58 PM IST

ଭୁବନେଶ୍ବର: ଓଡିଶାରେ ଆମ ଆଦମି ପାର୍ଟିର ଓଡିଶା ପ୍ରଭାରୀ । ଦୁନି ଦିନିଆ ଓଡିଶା ଗସ୍ତରେ ଆମ ଆଦମି ପାର୍ଟିର ଓଡିଶା ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଆଜି ଦଳୀୟ କର୍ମୀଙ୍କ ସହିତ ଏକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ଏବଂ ରାଷ୍ଟ୍ରୀୟ ମୁଦ୍ଦା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଦୁଇ ଦିନିଆ ଗସ୍ତରେ AAP ଓଡ଼ିଶା ପ୍ରଭାରୀ ସଞ୍ଜୟ ସିଂ

ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ସଂଞ୍ଜୟ ସିଂ। ସେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ କୋଇଲା ସଙ୍କଟ ଦେଖାଦେଇଛି। ଭାରତ କୋଇଲା ଉତ୍ପାଦନରେ ଦିତୀୟ ସ୍ଥାନରେ ରହିଛି। ମୋଦି ସରକାର ଏହାକୁ ପ୍ରାୟୋଜିତ କରି ବିଜୁଳି କମ୍ପାନୀମାନଙ୍କୁ ସହାୟତା କରୁଛନ୍ତି। ଓଡ଼ିଶାରେ MCLରେ କୋଇଲାକୁ ପୁଞ୍ଜିପତି ମାନଙ୍କ ହାତରେ ଟେକି ଦେଇଥିବା କଥା କହିଛନ୍ତି ସଞ୍ଜୟ ସିଂ ।

ଏହା ସହିତ ଦେଶରେ ଦରଦାମ୍ ବୃଦ୍ଧି ଓ ବିଜୁଳି ଦରବୃଦ୍ଧିକୁ ବିରୋଧ କରିଛନ୍ତି ଆମ ଆଦମି ପାର୍ଟିର ଓଡିଶା ପ୍ରଭାରୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଅଭିମୁଖେ ଓଡିଶା ପ୍ରଭାରୀ ରାଜ୍ୟ ସାଂସଦ ସଞ୍ଜୟ ସିଂ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.