ETV Bharat / city

ରାଜ୍ୟରେ ପୁଣି କୋରୋନା ନେଲା 9 ଜୀବନ, ମୃତ୍ୟୁସଂଖ୍ୟା 216

ରାଜ୍ୟରେ ସଂକ୍ରମଣ ସହ ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 216 ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି କୋରୋନା ନେଲା 9 ଜୀବନ
ରାଜ୍ୟରେ ପୁଣି କୋରୋନା ନେଲା 9 ଜୀବନ
author img

By

Published : Aug 4, 2020, 11:09 AM IST

ଭୁବନେଶ୍ବର: ଦେଶ ସମେତ ଓଡିଶାରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟରେ ପୁଣି କୋରୋନାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ 216 ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା ।

ତେବେ ଗଞ୍ଜାମରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଆଜି (ମଙ୍ଗଳବାର) ଗଞ୍ଜାମରେ 6 ଜଣ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ପୁରୀ, ଖୋର୍ଦ୍ଧା ଓ ଯାଜପୁରରେ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତଙ୍କ ମୄତ୍ୟୁ ଘଟିଛି ।

ସୂଚନାମୁତାବକ, ଗଞ୍ଜାମ ଜିଲ୍ଲାର 40, 50 ଓ 60 ବର୍ଷୀୟ ବ୍ୟକ୍ତିଙ୍କର କୋରୋନାରେ ମୃତ୍ୟୁ ହୋଇଥିବାବେଳେ, ଜଣେ 75 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସେହିପରି ପୁରୀରେ 57 ବର୍ଷର ଜଣେ ବ୍ୟକ୍ତି, ଯାଜପୁରରେ 40 ବର୍ଷର, ଖୋର୍ଦ୍ଧାରେ 55 ବର୍ଷର 2 ଜଣ ବ୍ୟକ୍ତି ଓ ଗଞ୍ଜାମ ରେ ଜଣେ 60 ବର୍ଷର ମହିଳାଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.