ETV Bharat / city

ଚର୍ଚ୍ଚାରେ ମନ୍ତ୍ରୀଙ୍କ ସମ୍ପତି ତାଲିକା, ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଅଛନ୍ତି 9 କୋଟିପତି ମନ୍ତ୍ରୀ - Millionaire ministers of bjd

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏବେ 9 ଜଣ ମନ୍ତ୍ରୀ କୋଟିପତି। ମନ୍ତ୍ରୀ ମାନେ ଦେଇଥିବା ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ପଢନ୍ତୁ ଅଧିକ....

ନବୀନଙ୍କ ମନ୍ତ୍ରୀମଣ୍ଡଳରେ 9 କୋଟିପତି ମନ୍ତ୍ରୀ

author img

By

Published : Jan 10, 2021, 10:21 PM IST

Updated : Jan 10, 2021, 10:42 PM IST

ଭୁବନେଶ୍ବର: ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏବେ 9 ମନ୍ତ୍ରୀ କୋଟିପତି। ମନ୍ତ୍ରୀମାନେ ଦେଇଥିବା ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ମନ୍ତ୍ରୀ ନବ ଦାସ, ପ୍ରତାପ ଜେନା, ଅଶୋକ ପଣ୍ଡା, ସୁଶାନ୍ତ ସିଂହ, ସୁଦାମ ମାରାଣ୍ଡି, ବିକ୍ରମ ଆରୁଖ, ଦିବ୍ୟଶଙ୍କର ମିଶ୍ର, ନିରଞ୍ଜନ ପୂଜାରୀ, ସମୀର ଦାସ ଏହି କୋଟିପତି ମନ୍ତ୍ରୀ ତାଲିକାରେ ଥିବା ଜଣା ପଡିଛି । ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାରେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

  • ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ- ପ୍ରାୟ 64 କୋଟି ସମ୍ପତ୍ତିର ଅଧିକାରୀ ହୋଇଥିବାବେଳେ ବଗତ 2 ବର୍ଷ ମଧ୍ୟରେ କିଣିଛନ୍ତି 80ରୁ ଉର୍ଦ୍ଧ୍ବ ଦାମୀ ଗାଡି ।
  • ଆଇନ ମନ୍ତ୍ରୀ ପ୍ରତାପ ଜେନା- ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କାର ସମ୍ପତ୍ତିର ଅଧିକାରୀ
  • ଭିନ୍ନକ୍ଷମ ଓ ନାରୀ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା- ମୋଟ ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କାର ସମ୍ପତ୍ତିର ଅଧିକାରୀ
  • ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର- ୭ କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା ସମ୍ପତ୍ତିର ଅଧିକାରୀ
  • ଜଙ୍ଗଲ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ- 4 କୋଟି 78 ହଜାରର 471 ଟଙ୍କା ସମ୍ପତ୍ତିର ଅଧିକାରୀ
  • ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ- ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା ସମ୍ପତ୍ତିର ଅଧିକାରୀ
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ- ୪ କୋଟି ୩୪ ଲକ୍ଷ ୬୫ ହଜାର ୩୦୮ ଟଙ୍କା ସମ୍ପତ୍ତିର ଅଧିକାରୀ
  • ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି- ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା
  • ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ- ୨ କୋଟି ୨୩ ଲକ୍ଷ ୭୫, ୭୬୧ ଟଙ୍କା ସମ୍ପତ୍ତିର ଅଧିକାରୀ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ,ଇଟିଭି ଭାରତ

Last Updated : Jan 10, 2021, 10:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.