ETV Bharat / city

ରାଜ୍ୟରେ ଶିକ୍ଷିତ ବେକାରୀ ସଂଖ୍ୟା 9 ଲକ୍ଷ, ଗଞ୍ଜାମରେ ସର୍ବାଧିକ

ରାଜ୍ୟରେ ପଞ୍ଜିକୃତ ଶିକ୍ଷିତ ବେକାରୀ ସଂଖ୍ୟା 9 ଲକ୍ଷ ରହିଛି । ଏହାର ସୂଚନା ଦେଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରମାନନ୍ଦ ନାୟକ। ଆଗକୁ ପଢନ୍ତୁ..

ରାଜ୍ୟରେ ପଞ୍ଜିକୃତ ଶିକ୍ଷିତ ବେକାରୀ ସଂଖ୍ୟା 9 ଲକ୍ଷ
author img

By

Published : Nov 17, 2019, 12:02 AM IST

ଭୁବନେଶ୍ବର: ରାଜ୍ୟରେ ଶିକ୍ଷିତ ବେକାର ସଂଖ୍ୟାକୁ ନେଇ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ରଖିଲେ ମତ । କହିଲେ ବର୍ତ୍ତମାନ ରାଜ୍ୟରେ ମୋଟ ୯ ଲକ୍ଷ ୨୧ ହଜାର ୪୪୮ ଶିକ୍ଷିତ ବେକାର ଅଛନ୍ତି । ତେବେ ଅଣପଞ୍ଜିକୃତ ସଂଖ୍ୟା କେତେ ତା ର ତଥ୍ୟ ନାହିଁ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫, ୫୫୬ ଜଣ ଶିକ୍ଷିତ ବେକାର ରହିଛନ୍ତି । 2011 -12 ରୁ 2019- 20 ମଧ୍ୟରେ ନିଯୁକ୍ତି ଭିତ୍ତିକ ତାଲିମ ଜରିଆରେ 90, 890 ଜଣଙ୍କୁ ତାଲିମ ଦିଆଯାଇଛି । ସେମାନଙ୍କ ମଧ୍ୟରୁ 20 ହଜାର 507 ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେପି ବିଧାୟିକା କୁସୁମ ଟେଟେ ଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରମାନନ୍ଦ ନାୟକ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଶିକ୍ଷିତ ବେକାର ସଂଖ୍ୟାକୁ ନେଇ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଲେ- ରାଜ୍ୟରେ ମୋଟ ୯ ଲକ୍ଷ ୨୧ ହଜାର ୪୪୮ ଶିକ୍ଷିତ ବେକାର ଅଛନ୍ତି। ତେବେ ଅଣପଞ୍ଜୀକୃତ ସଂଖ୍ୟା କେତେ ତା ର ତଥ୍ୟ ନାହିଁ।; ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫, ୫୫୬ ଜଣ ଶିକ୍ଷିତ ବେକାର ରହିଛନ୍ତି। 2011 12 ରୁ 2019 20 ମଧ୍ୟରେ ନିଯୁକ୍ତି ଭିତ୍ତିକ ତାଲିମ ଜରିଆରେ 90, 890 ଜଣଙ୍କୁ ତାଲିମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 20 ହଜାର 507 ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେପି ବିଧାୟିକା କୁସୁମ ଟେଟେ ଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରମାନନ୍ଦ ନାୟକ।Body:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.