ETV Bharat / city

ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ 9 ସହର

ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଶୀତ ଲହରୀ । ଆଜି 10 ଡିଗ୍ରୀ ତଳକୁ 9 ଟି ସହର ରହିଛି । ତେବେ ରିପୋର୍ଟ ଅନୁସାରେ ୩.୦ ଡ଼ିଗ୍ରୀ ସେଲସିୟସ ସହ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର । ଅଧିକ ପଢନ୍ତୁ...

author img

By

Published : Feb 4, 2021, 1:04 PM IST

ହାଡଭଙ୍ଗା ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ 9 ସହର

ଭୁବନେଶ୍ବର: ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଧିରେ ଧିରେ ବୃଦ୍ଧି ପାଉଛି ଶୀତ ଲହରୀ । ଆଜି 10 ଡିଗ୍ରୀ ତଳକୁ 9 ଟି ସହର ରହିଛି । ତେବେ ରିପୋର୍ଟ ଅନୁସାରେ ୩.୦ ଡ଼ିଗ୍ରୀ ସେଲସିୟସ ସହ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର ।

ରାଜ୍ୟ ପାଣିପାଗ ବିଭାଗର ସୂଚନା ମୁତାବକ, ଜି.ଉଦୟଗିରିରେ ୩.୦ ଡ଼ିଗ୍ରୀ , ଫୁଲବାଣୀରେ ୫.୫ ଡ଼ିଗ୍ରୀ ରାତ୍ରି-ତାପମାତ୍ରା , ଦାରିଙ୍ଗବାଡି ୮, କୋରାପୁଟ ୮.୫, ଝାରସୁଗୁଡା ୯.୨ , କେନ୍ଦୁଝର ୯.୪ , ବଲାଙ୍ଗୀର ୯.୫, ସୁନ୍ଦରଗଡ ୯.୫, ଏବଂ ଭବାନୀପାଟଣା ୯.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୧୪.୭ ଏବଂ କଟକରେ ୧୩.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.