ETV Bharat / city

ସୁସ୍ଥ ହେଲେ 878 କୋରାେନା ରୋଗୀ - 878 Corona patients recovered in the state

ବୁଧବାର 878 କୋରାନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ 18 ହଜାର କୋରାନା ରୋଗୀ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

878 Corona patients recovered in the state
ରାଜ୍ୟରେ ସୁସ୍ଥ ହେଲେ 878 କୋରାେନା ରୋଗୀ
author img

By

Published : Jul 29, 2020, 9:31 PM IST

ଭୁବନେଶ୍ବର: ଦିନକରେ ରୋକର୍ଡ ସଂଖ୍ୟକ 878 କୋରାନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ 18 ହଜାର କୋରାନା ରୋଗୀ ସୁସ୍ଥ ହୋଇଛନ୍ତି । 22 ଟି ଜିଲ୍ଲାରୁ 878 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗଞ୍ଜାମରେ 396 ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ 114, ଗଜପତିରେ 49, ଜଗତସିଂହପୁରରେ 44, କୋରାପୁଟରେ 35, ବାଲେଶ୍ୱରରେ 33, କନ୍ଧମାଳରେ 29, ଅନୁଗୁଳରେ 26, କେନ୍ଦୁଝରରେ 23, ନୟାଗଡରେ 16, କଟକ ଓ ସୁନ୍ଦରଗଡରେ 14, ଭଦ୍ରକରେ 13, ମାଲକାନଗିରିରେ 11, ଯାଜପୁରରେ 10, କେନ୍ଦ୍ରାପଡାରେ 8, ବରଗଡ ବୋୖଦ୍ଧ ଢେଙ୍କାନାଳରେ 7, ଝାରସୁଗୁଡାରେ 5, ବଲାଙ୍ଗୀର ଓ ପୁରୀରେ 4, ନୂଆପଡା ଓ ରାୟଗଡାରେ 3, ମୟୁରଭଞ୍ଜରେ 2 ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ତେବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 18938 ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.